ETV Bharat / bharat

ଜୟ ଶ୍ରୀ ରାମ ଅଧିକରୁ ଅଧିକ ଜପ: ଜୈକବ ଥାଁମସ - shri ram shuld be cahnted more

ଦେଶରେ ଯେଉଁ ଭଳି ଅପରାଧ ଚାଲିଛି ଏହାକୁ ନଜରରେ ରଖି ଜୟ ଶ୍ରୀ ରାମକୁ ଅଧିକରୁ ଅଧିକ ଜପିବା ଆବଶ୍ୟକତା ରହିଛି ବୋଲି କେରଳର ନିଲମ୍ବିତ ଡିଜିପି ଜୈକବ ଥାଁମସ କହିଛନ୍ତି ।

ଫାଇଲ ଫଟୋ
author img

By

Published : Aug 3, 2019, 4:21 PM IST

ତୀରୁବନ୍ତପୁରମ୍: ପୁଣି ବିବାଦ ଘେରରେ କେରଳର ନିଲମ୍ବିତ ଡିଜିପି ଜୈକବ ଥାଁମସ । ଦେଶରେ ଯେଉଁ ଭଳି ଅପରାଧ ଚାଲିଛି ଏହାକୁ ନଜରରେ ରଖି ଜୟ ଶ୍ରୀ ରାମକୁ ଅଧିକରୁ ଅଧିକ ଜପିବା ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଏହି ମନ୍ତବ୍ୟ ପରଠାରୁ ସେ ବିବାଦ ଘେରରେ ଛନ୍ଦି ହୋଇଛନ୍ତି ।

ଗତ ଗୁରୁବାର ସେ ରାମାୟଣ ଉତ୍ସବର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ କହିଥିଲେ, ଭଗବାନ ରାମ ସତ୍ୟ, ଧର୍ମ, ନ୍ୟାୟ ଏବଂ ନୈତିକତାର ଅବତାର ଥିଲେ । ଏଥିସହ ସେ କହିଥିଲେ କେରଳର ପଲକ୍କଡ ଜିଲ୍ଲାର ଅଟାପଦୀରେ ଘଟିଥିବା ଆଦିବାସୀ ମଧୁର ବିଡ ହିଂସାରେ ହତ୍ୟା ଏବଂ ଚାବକ୍କଡରେ ଏକ ରାଜନେତାଙ୍କୁ ହତ୍ୟା ଭଳି ଘଟଣାରୁ ଏହା ସଙ୍କେତ ମିଳୁଛି ଯେ ଭଗବାନ ରାମଙ୍କ ବାଣୀର ମୂଲ୍ୟକୁ ବଜାୟ ରଖିବା ଆବଶ୍ୟକତା ରହିଛି ।

ପ୍ରକାଶ ଥାଉକି, ଜୈକବ ଥାଁମସ 2017ରେ ଓକି ବାତ୍ୟାକୁ ନେଇ ସରକାରଙ୍କ ବିରୋଧରେ ଦେଇଥିବା ଏକ ବୟାନକୁ ନେଇ ତାଙ୍କୁ ନିଲମ୍ବିତ କରାଯାଇଥିଲା ।

Intro:ଅସ୍ଥାୟୀ ପୋଲ ଉପରେ ବର୍ଷା ପାଣି ପ୍ରଭାବିତ ହେଉଥିବାରୁ ୩ ଖଣ୍ଡ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ।
Body:ମାଲକାନଗିରି ଜିଲ୍ଲାରେ ଗତ ରାତି ଠାରୁ ପ୍ରବଳ ବର୍ଷା ହେବା ଯୋଗୁଁ
ବିଭିନ୍ନ ନଦୀରେ ଜଳ ପତନ ବୃଦ୍ଧି ପାଇବାରେ ଲାଗିଛି । ମାଲକାନଗିରି ଠାରୁ କାଲିମେଳା ଓ ମାଲକାନଗିରି ଠାରୁ ବାଲିମେଳା ଓ କାଲିମେଳା ଠାରୁ ମୋଟୁ ଓ ମାଲକାନଗିରି ଠାରୁ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାକୁ ସଂଯୋଗ କରୁଥିବା ସଂଯୋଗ କରୁଥିବା ପୋଲ ଉପରେ 4 ରୁ 5 ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଛି ଫଳରେ ମାଲକାନଗିରି ସଦର ମହକୁମା ଠାରୁ କାଲିମେଳ, କୋରକୋଣ୍ଡା ବ୍ଲକକୁ ଯାତାୟାତ ବନ୍ଦ ରହିଛି । ନଦୀର ଦୁଇ ପାର୍ଶ୍ବରେ ଅନେକ ଯାନ ବାହାନ ଅଟକି ରହିଛି । ସାବେରୀ ଓ ସିଲେରୁ ନଦୀରେ ଜଳପତନ ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲାରେ ପୁଣି ଥରେ ବନ୍ୟା ଆଶଙ୍କା ଦେଖା ଦେଇଛି । ଏହାକୁ ଦେଖି ଜିଲ୍ଲା ପ୍ରଶାସନ ତତ୍ପର ହେବା ସହ ଜିଲ୍ଲାର ସମସ୍ତ ୭ଟି ବ୍ଲକର ବିଡିଓଙ୍କୁ ଆଲର୍ଟ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଦୁଇ ଦିନ ଧରି ଜିଲ୍ଲାର ସମସ୍ତ ବିଦ୍ୟାଳୟ କୁ ବନ୍ଧ କରାଯାଇଛି। ବନ୍ୟାର ମୁକାବିଲା କରିବା ଲାଗି ପ୍ରଶାସନ ପ୍ରସ୍ତୁତ ରହିଥିବା ମାଲକାନଗିରି ଜିଲ୍ଲାପାଳ କହିଥିବା ବେଳେ ଖଇରପୁଟ ବ୍ଲକର ଏକ
ଅସ୍ଥାୟୀ ପୋଲ ଉପରେ ବିପଦ ସଂକୁଳ ପାଣି ପ୍ରଭାବିତ ହେଉଥିବାରୁ ଖଇରପୁଟ ବ୍ଲକ ସଦର ପଞ୍ଚାୟତ ର ୩ ଖଣ୍ଡ ଗ୍ରାମ ମାଝିଗୁଡା,କେନ୍ଦୁଗୁଡା ଓ ଗମ୍ଭାରୀଭଟ୍ଟା ବାହ୍ୟ ଜଗତରୁ ବିଛିନ୍ନ ହୋଇଛି।ଗ୍ରାମବାସୀ କିଛି ଫସି ଯାଇଥିବାରୁ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି।କିନ୍ତୁ ସେହି ସ୍ଥାନରେ ପ୍ରଶାସନ ତରଫରୁ କୌଣସି ଅଧିକାରୀ କି ପୋଲିସ, ଅଗ୍ନିଶମ ବିମ୍ବା ବ୍ଲକର କୌଣସି ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ନଥିବା ଦେଖିବାକୁ ମିଳିଛି। Conclusion:ବାଇଟ-ମନୀଷ ଅଗ୍ରୱାଲ, ଜିଲ୍ଲାପାଳ ମାଲକାନଗିରି

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.