ETV Bharat / bharat

କେରଳ ବର୍ଷା ବିତ୍ପାତ: 10 ମୃତ, ରବିବାର ଯାଏଁ କୋଚିନ୍‌ ଏୟାରପୋର୍ଟ ବନ୍ଦ - କୋଚିନ୍‌ ଏୟାରପୋର୍ଟ ବନ୍ଦ

କେରଳରେ ଜାରି ରହିଛି ଲଗାଣ ବର୍ଷା । ଯାହା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି । ଏହାର ପ୍ରଭାବରେ ଜନ ଜୀବନ ସମୂର୍ଣ୍ଣ ରୂପେ ଠପ୍‌ ହୋଇ ପଡିଥିବା ବେଳେ ଆସନ୍ତା ରବିବାର ପର୍ଯ୍ୟନ୍ତ କୋଚିନ୍‌ ଏୟାରପୋର୍ଟ ବନ୍ଦ କରି ଦିଆଯାଇଛି ।

ଡିଜାଇନ ଫଟୋ
author img

By

Published : Aug 9, 2019, 10:14 AM IST

ଥିରୁଅନନ୍ତପୁରମ୍‌: କେରଳରେ ଜାରି ରହିଛି ଲଗାଣ ବର୍ଷା । ଏହା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ଜନ ଜୀବନ ସମୂର୍ଣ୍ଣ ରୂପେ ଠପ୍‌ ହୋଇଯାଇଛି । ଗୁରୁବାର ସନ୍ଧ୍ୟା ସୁଦ୍ଧା 10 ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷା ଜାରି ରହିଥିବାରୁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଆଜି ବନ୍ଦ କରିଦିଆଯାଇଛି । ଅନ୍ୟପଟେ ରବିବାର ପର୍ଯ୍ୟନ୍ତ କୋଚିନ୍‌ ଏୟାରପୋର୍ଟ ବନ୍ଦ କରିଦିଆଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଲଗାଣ ବର୍ଷା ଲାଗି ରାଜ୍ୟର କିଛି ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରାଯାଇଛି । ଏହା ସହ ପାଖାପାଖି 22 ହଜାର ଲୋକଙ୍କୁ ରାଜ୍ୟର 315ଟି କ୍ୟାମ୍ପକୁ ସ୍ଥାନାନ୍ତରିତ କରାଯାଇଛି ।

Intro:Body:

Heavy rains in Kerala claimed as many as ten lives until Thursday afternoon. Cochin Airport temporarily closed temporarily until sunday. Shutters of several dams in Kerala have been opened as heavy rains continued to lash the state. 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.