ETV Bharat / bharat

ଲକଡାଉନ୍ କାରଣରୁ 50ହାଜର କୋଟି ହରାଇସାରିଲାଣି କେରଳ: ଥୋମାସ୍ ଆଇଜାକ - କୋରୋନା ଭାଇରସ

ରବିବାର କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ କହିଛନ୍ତି ଯେ ଲକଡାଉନ କାରଣରୁ ରାଜ୍ୟ ଏପର୍ଯ୍ୟନ୍ତ 50,000 କୋଟି ଟଙ୍କା ହରାଇସାରିଲାଣି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 12, 2020, 7:16 PM IST

ତିରୁଅନନ୍ତପୁରମ୍: କୋରୋନା କବଳରୁ ରକ୍ଷା ପାଇବା ପାଇଁ ସାରା ଦେଶ 21 ଦିନିଆ ଲକଡାଉନରେ ରହିଛି । ଏହାର ଅବଧି ଆସନ୍ତା 14 ତାରିଖରେ ଶେଷ ହେବାକୁ ଯାଉଛି । ମାତ୍ର ଲକଡାଉନ ଅବଧି ପୁରର୍ବାର ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ଲକଡାଉନ କାରଣରୁ ସବୁ କିଛି ସ୍ଥିର ଓ ଅଚଳ ପାଲଟିଯାଇଛି । ଏପରିସ୍ଥଳେ ରବିବାର କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ କହିଛନ୍ତି ଯେ ଲକଡାଉନ କାରଣରୁ ରାଜ୍ୟ ଏପର୍ଯ୍ୟନ୍ତ 50,000 କୋଟି ଟଙ୍କା ହରାଇସାରିଲାଣି ।

ଆଇଜାକ ଗଣମାଧ୍ୟମକୁ କହିଛନ୍ତି ଯେ ବର୍ତ୍ତମାନର ସମୟ ଦ୍ରୁତ ଗତିରେ ଶେଷ ହେବାକୁ ଯାଉଛି । ଏପରି ସ୍ଥିତିରେ କେନ୍ଦ୍ର ବର୍ତ୍ତମାନ ରାଜ୍ୟକୁ ସମସ୍ତ ଆର୍ଥିକ ସହାୟତା କରିବା ଉଚିତ। ଏହାସହ ସେ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ଯେ, ବର୍ତ୍ତମାନ ବର୍ତ୍ତମାନ କଥା କହିବା ବନ୍ଦ କରିବା ଉଚିତ ଏବଂ କାର୍ଯ୍ୟ କରିବା ଉଚିତ ।

କେନ୍ଦ୍ର ଆମର ଯାହା ଦେବାକୁ ପଡିବ ଏବଂ ଏପ୍ରିଲ୍ ଶେଷ ସୁଦ୍ଧା ରାଜ୍ୟର କ୍ଷତି ପ୍ରାୟ 55000କୋଟି ଟଙ୍କା ହୋଇସାରିଲାଣି । କେନ୍ଦ୍ର RBIର ଜଣେ ଭଲ ଋଣ କର୍ତ୍ତା, ତେଣୁ କେନ୍ଦ୍ର ସେଠାରୁ ଟଙ୍କା ଆଣି ଆମ ରାଜ୍ୟକୁ ସହାୟତା କରିବା କଥା ବୋଲି ସେ କ୍ରୋଧିତ ହୋଇ କହିଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.