ETV Bharat / bharat

କେରଳରେ ସାତ ଦିନ କ୍ବାରେଣ୍ଟାଇନରେ ରହିବେ ବାହାର ଯାତ୍ରୀ - ବାହାର ରାଜ୍ୟରୁ ଆସିଲେ ସାତ ଦିନ କ୍ବାରେଣ୍ଟିନ

ବାହାର ରାଜ୍ୟରୁ ଆସିଲେ ସାତ ଦିନ କ୍ବାରେଣ୍ଟିନରେ ରହିବାକୁ ନିଷ୍ପତି ନେଇଛି କେରଳ ସରକାର । ଅଧିକ ପଢନ୍ତୁ...

କେରଳରେ ସାତ ଦିନ କ୍ବାରେଣ୍ଟାଇନରେ ରହିବେ ବାହାର ଯାତ୍ରୀ

author img

By

Published : Dec 7, 2020, 7:39 PM IST

ଥିରୁଅନନ୍ତପୁରମ: ସାରା ଦେଶ ଏବେ କୋରୋନା କବଳରେ । କେରୋନା କବଳରୁ ରକ୍ଷା ପାଇବା ପାଇଁ ରାଜ୍ଯଗୁଡିକ ଅନେକ ପଦକ୍ଷେପମାନ ଗ୍ରହଣ କରୁଛି । ଅନ୍ୟ ରାଜ୍ୟରୁ ଆସିଲେ ସାତ ଦିନ କ୍ବାରେନଟାଇନରେ ରହିବାକୁ କେରଳ ସରକାର ନିୟମ ଲାଗୁ କରିଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ କହିବାନୁସାରେ, କ୍ୟାଣ୍ଟେନମେଣ୍ଟ ଉଠାଇବା ପରେ କୋରୋନାର ପ୍ରସାର ବୃଦ୍ଧି ପାଇବା ନେଇ ଆଶଙ୍କା ଉପୁଜୁଛି । କେରଳ ସରକାରଙ୍କ ଘରୋଇ ଗାଇଡଲାଇନ ଅନୁଯାୟୀ, ବିଦେଶ ତଥା ଅନ୍ୟାନ୍ୟ ରାଜ୍ୟରୁ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ସାତ ଦିନ ପାଇଁ ଅନୁଷ୍ଠାନିକ କିମ୍ବା ଘରେ ରହିବାକୁ ପଡିବ।

ସାତ ଦନ ରହିବା ପରେ ସେମାନଙ୍କ ଆଣ୍ଚିଜେନ ପରୀକ୍ଷା କରାଯିବ । କୋରୋନା ପରୀକ୍ଷା ନକାରାତ୍ମକ ହେଲେ ହିଁ କ୍ୱାରେଣ୍ଟିନ ଶେଷ ହୋଇପାରେ | ଯଦି କେରୋନା ପଜିଟିଭ ଆସେ ତେବେ ସେମାନଙ୍କୁ ଅତି କମରେ 14 ଦିନ ପାଇଁ କ୍ୟାରେଣ୍ଟିନରେ ରହିବାକୁ ପଡ଼ିବ ବୋଲି କେରଳ ସରକାରଙ୍କ ପକ୍ଷରୁ ନିଷ୍ପତି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.