ETV Bharat / bharat

କେରଳରେ କୋରୋନା ପଜିଟିଭଙ୍କ ସଂଖ୍ୟା 92, ଲକଡାଉନ କଲେ ସରକାର - କେରଳ ମୁଖ୍ୟମନ୍ତ୍ରୀଙ୍କ ଲକଡାଉନ ଘୋଷଣା

କେରଳରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା କେରଳରେ 92 ଜଣ କୋଭିଡ-19 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ।

Kerala cm announces lockdown , covid-19 in kerala, kerala lockdown, kerala latest news, କେରଳରେ କୋଭିଡ-19, କେରଳ ଲାଟେଷ୍ଟ ନ୍ୟୁଜ୍‌, କେରଳ ମୁଖ୍ୟମନ୍ତ୍ରୀଙ୍କ ଲକଡାଉନ ଘୋଷଣା, କେରଳ ଲକଡାଉନ
କେରଳ ମୁଖ୍ୟମନ୍ତ୍ରୀଙ୍କ ଲକଡାଉନ ଘୋଷଣା, ସଂକ୍ରମିତଙ୍କ ସଂଖ୍ୟା 92କୁ ବୃଦ୍ଧି
author img

By

Published : Mar 23, 2020, 8:32 PM IST

ଥିରୁଅନନ୍ତପୁରମ: ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନାର ପ୍ରକୋପ । ଯାହା କବଳରେ କେରଳରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା କେରଳରେ 92 ଜଣ କୋଭିଡ-19 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ।

ରାଜ୍ୟରେ କ୍ରମାଗତ ଭାବେ କୋଭିଡ-19 ପଜିଟିଭଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 25 ଜଣ ଦୁବାଇରୁ ଫେରିଥିବା ଜଣା ପଡିଛି । ଅନ୍ୟପଟେ ସୋମବାର ଚିହ୍ନଟ ହୋଇଥିବା 28 ସଂକ୍ରମିତଙ୍କ ମଧ୍ୟରୁ କସରଗୋଡର 19, କନ୍ନୁରର 5, ଏର୍ଣ୍ଣାକୁଲମର 2 ଓ ପଥନମଥିଟ୍ଟା ଓ ଥ୍ରିସୁରରୁ ଜଣେ ଲେଖାଏଁ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.