ETV Bharat / bharat

କେରଳ ସରକାରଙ୍କ ସିଏଏ ଉଚ୍ଛେଦ ପ୍ରସ୍ତାବ ଅସାମ୍ବିଧାନିକ: ରାଜ୍ୟପାଳ - କେରଳ ବିଧାନସଭାର ରିଜୋଲୁସନ ପ୍ରସ୍ତାବ

କେରଳ ବିଧାନସଭାର ରିଜୋଲୁସନ ପ୍ରସ୍ତାବ ଅସାମ୍ବିଧାନିକ ବୋଲି କହିଛନ୍ତି ରାଜ୍ୟପାଳ ଆରିଫ ମହମ୍ମଦ ଖାନ । ଆରିଫ କହିଛନ୍ତି ନାଗରିକତା ସଂଶୋଧନ ଆଇନ ବିଶେଷ ରୂପେ କେନ୍ଦ୍ରର ବିଷୟ । ଅଧିକ ପଢନ୍ତୁ...

http://10.10.50.80:6060///finalout3/odisha-nle/finalout/02-January-2020/5568647_kerala.mp4
କେରଳ ବିଧାନସଭାର ରିଜୋଲୁସନ ପ୍ରସ୍ତାବ ଅସାମ୍ବିଧାନିକ: ରାଜ୍ୟପାଳ ଆରିଫ
author img

By

Published : Jan 2, 2020, 4:25 PM IST

ଥିରୁଅନନ୍ତପୁରମ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ଉଷ୍ମ ରହିଛି ରାଜନୈତିକ ପାଣିପାଗ । ଏ ନେଇ ବିରୋଧୀ ଓ ସରାକାରଙ୍କ ମଧ୍ୟରେ ଆମ୍ନାସାମ୍ନି ପରିସ୍ଥିତି ଉପୁଜିଛି । ଏପରି ସ୍ଥିତିରେ ସିଏଏ ବିରୁଦ୍ଧରେ କେରଳ ବିଧାନସଭାରେ ପାସ ହୋଇଥିବା ରିଜୋଲୁସନ ପ୍ରସ୍ତାବକୁ ଅସାମ୍ବିଧାନିକ କହିଛନ୍ତି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ।

କେରଳ ବିଧାନସଭାର ରିଜୋଲୁସନ ପ୍ରସ୍ତାବ ଅସାମ୍ବିଧାନିକ: ରାଜ୍ୟପାଳ ଆରିଫ

କେରଳ ରାଜ୍ୟପାଳ ଆରିଫ ମହମ୍ମଦ କହିଛନ୍ତି ଯେ ରିଜୋଲୁସନ ପ୍ରସ୍ତାବର କୌଣସି ସାମ୍ବିଧାନିକ ବୈଧତା ନାହିଁ । ନାଗରିକତା ସଂଶୋଧନ ଆଇନ ବିଶେଷ ରୂପେ କେନ୍ଦ୍ରର ବିଷୟ । ତେବେ ଏହି ରିଜୋଲୁସନର ବାସ୍ତବରେ କୌଣସି ମହତ୍ତ୍ବ ନଥିବା ରାଜ୍ୟପାଳ ଆରିଫ କହିଛନ୍ତି ।

ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ସିଏଏ ବିରୁଦ୍ଧରେ କେରଳ ବିଧାନସଭାରେ ପାରିତ ହୋଇଥିବା ରିଜୋଲୁସନ ପ୍ରସ୍ତାବକୁ ଅସାମ୍ବିଧାନିକ କହିସାରିଛନ୍ତି । ରବିଶଙ୍କର ସମ୍ବିଧାନର ଅନୁଛେଦ 245/46 ଓ 256ର ଉଦାହରଣ ଦେଇ ଏହି ରିଜୋଲୁସନ ପ୍ରସ୍ତାବକୁ ଭୁଲ ଦର୍ଶାଇଛନ୍ତି । ଏହାସହ ଏହା ସମ୍ବିଧାନର ଭାବନାର ବିରୁଦ୍ଧ ବୋଲି ସେ ପ୍ରତିକ୍ରିୟା ଦେଇଥିଲେ ।

ZCZC
PRI GEN NAT
.THIRUVAI MDS3
KL-CITIZENSHIP-RESOLUTION-GOVERNOR
Ker Assembly resolution against CAA has no legal validity,
says Governor
         Thiruvananthapuram, Jan 2 (PTI): Kerala Governor Arif
Mohammed Khan on Thursday said the resolution passed by the
state assembly demanding scrapping of the controversial
Citizenship Amendment Act (CAA) has no constitutional or
legal validity.
         The state had no role because citizenship comes under
the domain of the Central government, he told reporters here.
         "The resolution has no constitutional or legal
validity," he added.
         "Citizenship comes exclusively in the domain of the
Central government. The state government has no role. So, why
these people engaged in something which is a non-issue for
Kerala?, he asked.
         Pointing out that the southern state had not been
affected by partition, the Governor said there are no illegal
immigrants in Kerala.
         The Governor has also criticised the just concluded
Indian History Congress, held in Kannur, where protests had
been raised against him for his remarks on the CAA.
         Khan said the History Congress has claimed that it
has made some recommendations to the state government,
including not to cooperate with the Centre.
         The recommendations are "totally illegal" and has
"criminal content", he said.
         The Kerala Assembly on Tuesday passed the resolution
becoming the first state in the country to do so. PTI UD
SS
SS
01021202
NNNN
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.