ETV Bharat / bharat

ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଛଟେଇ କରିବ ଆପ ସରକାର

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରେ କେଜିରିୱାଲ ମଧ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି ।

ଫାଇଲ ଫଟୋ
author img

By

Published : Jul 7, 2019, 7:37 PM IST

ନୂଆଦିଲ୍ଲୀ: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ନେଇ ଫୁଲ ଆକ୍ସନ ମୁଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲ । ଭ୍ରଷ୍ଟ ଅଫିସରଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ଚାକିରୀରୁ ଅବସର ଦେବାକୁ କେଜିରିୱାଲ ସରକାର ଚିନ୍ତା କରୁଛନ୍ତି । ଏଥିପାଇଁ ଅଫିସରଙ୍କ ତାଲିକା ପ୍ରସ୍ତୁତ କରିବାକୁ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ପଥ ଆପଣାଇଛି ଦିଲ୍ଲୀର କେଜ୍ରିୱାଲ ସରକାର । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରେ କେଜ୍ରିୱାଲ ମଧ୍ୟ ଭ୍ରଷ୍ଟ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି । ଏହାକୁ ନେଇ ଶନିବାର ଦିଲ୍ଲୀ ସରକାର ଭ୍ରଷ୍ଟ ଅଧିକାରୀଙ୍କୁ ଚାକିରୀରୁ ଅନିର୍ବାଜ୍ୟ ଅବସର ଦେବା ମାମଲା ଉପରେ ଏଲଜି ଅନିଲ ବୈଜଲଙ୍କ ସହ ଆଲୋଚନା କରିଥିଲେ । ଏହାସହ ନିଜ କ୍ୟାବିନେଟ ମନ୍ତ୍ରୀଙ୍କୁ ଏମିତି ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Intro:Body:

asfa

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.