ETV Bharat / bharat

କେଜ୍ରିଓ୍ବାଲ ମୋଦି ବିରୋଧୀ ନୁହଁନ୍ତି: ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ - ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ

ରବିବାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ପରେ କେଜରିଓ୍ବାଲ ଦେଇଥିବା ବୟାନକୁ ନେଇ କଂଗ୍ରେସ ନେତା ଓ ଆଧ୍ୟାତ୍ମିକ ଗୁରୁ ଆଚାର୍ଯ୍ୟ ପ୍ରମୋଦ କିଷ୍ଣନ କେଜ୍ରିଓ୍ବାଲଙ୍କ ଉପରେ ଆରୋପ ଲଗାଇଛନ୍ତି । ଅଧିକ ପଢନ୍ତୁ..

Kejriwal
କେଜରିଓ୍ବାଲ ମୋଦି ବିରୋଧୀ ନୁହଁନ୍ତି: ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ
author img

By

Published : Feb 17, 2020, 10:37 AM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ଓ ଆଧ୍ୟାତ୍ମିକ ଗୁରୁ ଆଚାର୍ଯ୍ୟ ପ୍ରମୋଦ କିଷ୍ଣନଙ୍କ ବଡ ବୟାନ । ଆଚାର୍ଯ୍ୟ ପ୍ରମୋଦ ଏକ ଟ୍ବିଟ କରି କହିଛନ୍ତି, ରବିବାର ଅରବିନ୍ଦ କେଜ୍ରିଓ୍ବାଲ ଶପଥ ଗ୍ରହଣ ସମୟରେ ଯେଉଁଭଳି ଭାବେ ବୟାନ ରଖିଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ଯେ, ସେ ମୋଦିଙ୍କର ସମର୍ଥକ ନହେଲେ ମଧ୍ୟ ମୋଦି ବିରୋଧୀ ନୁହଁନ୍ତି ।

ସୂଚନା ମୁତାବକ, ରବିବାର ଦିଲ୍ଲୀର ରାମଲୀଲା ମୈଦାନରେ 3ୟ ଥର ଭାବେ ମୁଖ୍ୟମନ୍ତ୍ରୀ ପଦପାଇଁ ଶପଥଗ୍ରହଣ ସମୟରେ କେଜ୍ରିଓ୍ବାଲ ନିଜର ଅଭିଭାଷଣରେ ରଖିଥିଲେ । ସେ କେନ୍ଦ୍ର ସରକାରଙ୍କ ସହିତ ସମନ୍ବୟ ରକ୍ଷା କରି କମ କରିବାକୁ ଚାହୁଁଥିବା କହିଥିଲେ । ଏହାସହ ସେ ଆହୁରି କହିଥିଲେ ଯେ,ସବୁ ଦଳଙ୍କୁ ପୂର୍ବକଥା ଭୁଲିଯିବା ଉଚିତ । ଆଉ ଆପ ସରକାରକୁ ଦିଲ୍ଲୀର ବିକାଶ ଦିଗରେ ସମର୍ଥନ କରିବା ଉଚିତ । ଆପ ସରକାର କେନ୍ଦ୍ର ସହ ସମନ୍ବୟ ରକ୍ଷା କରି କାମ କରିବାକୁ ଚାହୁଁଛି ।

ଏହାବ୍ୟତୀତ କେଜ୍ରିଓ୍ବାଲ ଆହୁରି କହିଛନ୍ତି ଯେ, 'ମୁଁ ମୋ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରିଥିଲି '। 'ମୁଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଦିଲ୍ଲୀର ବିକାଶ ପାଇଁ ସହାୟତା ପାଇଁ ଆଶାବାଦୀ ରହିଛି' । ତେବେ କେଜ୍ରିଓ୍ବାଲଙ୍କର ଏଭଳି ମନ୍ତବ୍ୟ ପାଇଁ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କିଷ୍ଣନ ଏଭଳି ବୟାନ ଦେଇଛନ୍ତି ।

@IANS..

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.