ETV Bharat / bharat

କୋରୋନା କେୟାର, ଯୋଗ କରିବା ସମୟରେ ଏହି ଦିଗପ୍ରତି ଧ୍ୟାନ ଦିଅନ୍ତୁ... - good helath

ଯୋଗ ସର୍ବଦା ଦେହକୁ ସୁସ୍ଥ ଓ ମନକୁ ପ୍ରଫୁଲ୍ଲ ରଖିଥାଏ। ଏକ ରୋଗମୁକ୍ତ ଶରୀର ପାଇଁ ଯୋଗ ନିତ୍ୟାନ୍ତ ଆବଶ୍ୟକ। ତେବେ ନିଜର ନିତିଦିନିଆ ଜୀବନଶୈଳୀରେ କିଛି ଫୁରସତ୍ ସମୟ କାଢି ଯୋଗ କରିବା ସହ ଶରୀରକୁ ସୁସ୍ଥ ରଖନ୍ତୁ।

yoga
କୋରୋନା କେୟାର, ଯୋଗ କରିବା ସମୟରେ ଏହି ଦିଗପ୍ରତି ଧ୍ୟାନ ଦିଅନ୍ତୁ...
author img

By

Published : Apr 14, 2020, 9:27 AM IST

ଯୋଗ କରିବା ଦ୍ବାରା ଶରୀରର ନିଶ୍ବାସ ପ୍ରଶ୍ବାସ ଓ ମାନସିକ ସନ୍ତୁଳନ ଠିକ୍ ଭାବେ ରକ୍ଷା ହୋଇଥାଏ। ତେବେ ଫିଟ୍ ଓ ଫାଇନ ରହିବା ଏକ ଫରଫେକ୍ଟ ଲାଇଫର ମୂଳମନ୍ତ୍ର। ଯୋଗ କରିବା ଦ୍ବାରା ଅନେକ ଫାଇଦା ମିଳିଥାଏ। କିନ୍ତୁ ଯୋଗ କରିବା ସମୟରେ ଅନେକ ଦିଗ ପ୍ରତି ନଜର ରଖି କରିବାକୁ ପଡେ।

yoga
କୋରୋନା କେୟାର, ଯୋଗ କରିବା ସମୟରେ ଏହି ଦିଗପ୍ରତି ଧ୍ୟାନ ଦିଅନ୍ତୁ...

1. ଯଦି ଆପଣଙ୍କ ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଛି ଓ କ୍ଷତ ସୃଷ୍ଟି ହୋଇଛି ତେବେ ସେ ସମୟରେ ଯୋଗ କରନ୍ତୁ ନାହିଁ। ଏ ସମୟରେ ଯୋଗ କଲେ ଆପଣଙ୍କ ପାଇଁ ବିପଦ ଆଣିପାରେ। ତେଣୁ ଯୋଗ କରିବା ସମୟରେ ସର୍ବଦା ଖାଲି ପେଟ ରଖିବା ଦରକାର। କିଛି ଲୋକ ଖାଇବା ପରେ ଯୋଗ କରନ୍ତି ଯାହା ସମ୍ପୂର୍ଣ୍ଣ ଭୁଲ୍। ଖାଇବା ପରେ ଯୋଗ କରିବା ଫଳରେ ବାନ୍ତି ହେବା ସହ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବ।

2. ଯୋଗ କରିବା ସମୟରେ ଥଣ୍ଡା ପାଣି ପିଇବା ଅନୁଚିତ୍। ଥଣ୍ଡା ପାଣି ପିଇବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚିଥାଏ। କାରଣ ଯୋଗ କରିବା ସମୟରେ ଆମ ଶରୀରରୁ ଝାଳ ନିର୍ଗତ ହୋଇଥାଏ। ସେ ସମୟରେ ପାଣି ପିଇଲେ ଥଣ୍ଡା ହେବ।

3. ଯେଉଁ ମାନେ ନୂଆ ନୂଆ ଯୋଗ ଅଭ୍ୟାସ କରୁଛନ୍ତି ଓ ଏହା ବିଷୟରେ ବିଶେଷ ଧାରଣା ନାହିଁ ତେବେ ଅଧିକ ମୁଣ୍ଡ ଖେଳାଇ କେବଳ ସକାଳ ସମୟରେ ଯୋଗ କରନ୍ତୁ।

4. ଆପଣ ଯଦି କିଛି ହୃଦଘାତ ସମସ୍ୟାରେ ପୀଡିତ ଅଛନ୍ତି ତେବେ ସେଭଳି ପରିସ୍ଥିତିରେ ଯୋଗ କରନ୍ତୁ ନାହିଁ। ଯୋଗ ଶିକ୍ଷାକଙ୍କୁ ପଚାରି ତାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତୁ।

5. ଯୋଗ କରିବା ପରେ କେବେ ସଙ୍ଗେ ସଙ୍ଗେ ଗାଧାନ୍ତୁ ନାହିଁ। ଯୋଗ କରିବା ପରେ ଆମ ଶୀରର ଗରମ ଥାଏ ତେଣୁ ସଙ୍ଗେ ସଙ୍ଗେ ଗାଧୋଇଲେ ଥଣ୍ଡା,କଫ ଓ ଜ୍ବର ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.