ETV Bharat / bharat

ଏଥର ବିମାନରେ ଯାଇପାରିବେ କେଦାରନାଥ ଧାମ

ଏଣିକି ବିମାନରେ ଯାଇପାରିବେ କେଦାରନାଥ ଧାମ । ପବନ ହଂସ ପକ୍ଷରୁ କେଦାରନାଥ ଧାମକୁ ବିମାନ ସେବା ଆରମ୍ଭ ହୋଇଛି ।

ଫାଇଲ ଫଟୋ
author img

By

Published : May 22, 2019, 10:35 PM IST

ଡେରାଡୁନ: କେଦାରନାଥ ଯାତ୍ରା ପାଇଁ ଅଭିଳାଶ ରଖିଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଭଗବାନ କେଦାରନାଥଙ୍କୁ ଦର୍ଶନ ପାଇଁ ଆରମ୍ଭ ହୋଇଛି ବିମାନ ସେବା । ଭାରତ ସରକାରଙ୍କ ପବନ ହଂସ ଲିମିଟେଡ୍ ପକ୍ଷରୁ ହେଲିକପ୍ଟର ସେବା ଆରମ୍ଭ ହୋଇଛି ।

କେଦାରନାଥକୁ ବିମାନରେ ଯାତାୟତ ପାଇଁ ପ୍ରତ୍ୟେକ ବ୍ୟକ୍ତିକୁ ଗଣିବାକୁ ହେବ 4 ହଜାର 789ଟଙ୍କା । ତେବେ ପବନ ହଂସ ପ୍ରତିଦିନ ଫାଟା ଠାରୁ କେଦାରନାଥ ଯାତ୍ରା ପାଇଁ 12ଟି ହେଲିକପ୍ଟର ଯାତାୟତ କରୁଛି । ସେଥିମଧ୍ୟରୁ 9ଟି ହେଲିକପ୍ଟର ପ୍ରତ୍ୟେକ ଦିନ କେଦାରନାଥ ଠାରୁ ଫେରିଥିବାବେଳେ ବାକି 3ଟି ତାପର ଦିନ ସେଠାରୁ ଫେରୁଛି । ଏହି ହେଲିକପ୍ଟର ଫାଟା ଠାରୁ ସକାଳ 6.50 ମିନିଟ୍‌ରେ ବାହାରି 7ଟା ମିନିଟରେ କେଦାରନାଥରେ ପହଞ୍ଚୁଛି । ତେବେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ 6 ଘଣ୍ଟା ମଧ୍ୟରେ ଆପଣ କେଦାରନାଥ ଧାମରୁ ବିମାନରେ ଫେରି ପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.