ETV Bharat / bharat

କଂଗ୍ରେସ କକପିଟକୁ ଫେରିପାରନ୍ତି ପାଇଲଟ, ଗଠନ ହେବ 3 ଜଣିଆ କମିଟି - ରାଜସ୍ଥାନ ରାଜନୀତି

ଜସ୍ଥାନ ମାମଲାର ପୂର୍ଣ୍ଣଛେଦ ପକାଇବା ପାଇଁ ଅଣ୍ଟା ଭିଡିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାଜସ୍ଥାନର ବିଦ୍ରୋହୀ ବିଧାୟକ ଓ ପାଇଲଟଙ୍କ ଦ୍ବାରା ଉଠାଯାଇଥିବା ଅଭିଯୋଗର ସମାଧାନ ପାଇଁ ଏକ 3 ଜଣିଆ ଟିମ ଗଠନ କରିବାକୁ ସୋନିଆ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

କଂଗ୍ରେସ କକପିଟକୁ ଫେରିପାରନ୍ତି ପାଇଲଟ, ଗଠନ ହେବ 3 ଜଣିଆ କମିଟି

author img

By

Published : Aug 10, 2020, 10:00 PM IST

ଜୟପୁର: ରାଜସ୍ଥାନ ରାଜନୀତିରେ ଜାରି ହାଇଭୋଲଟେଜ ଡ୍ରାମାରେ ଏବେ ବି ଜାରି ରହିଛି ସସପେନ୍ସ । ଘଡିକେ ଘୋଡା ଛୁଟିବାରେ ଲାଗିଛି । ଦିଲ୍ଲୀରେ ଦଳର ହାଇକମାଣ୍ଡଙ୍କୁ ଭେଟିବା ପରେ ପାଇଲଟ ଏବେ କଗ୍ରେସର କପପିଟକୁ ଫେରିବା ନେଇ ସମ୍ଭାବନା ବୃଦ୍ଧି ପାଇଛି ।

କଂଗ୍ରେସ କକପିଟକୁ ଫେରିପାରନ୍ତି ପାଇଲଟ, ଗଠନ ହେବ 3 ଜଣିଆ କମିଟି
କଂଗ୍ରେସ କକପିଟକୁ ଫେରିପାରନ୍ତି ପାଇଲଟ, ଗଠନ ହେବ 3 ଜଣିଆ କମିଟି

ସୋମବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ପାଇଲଟ ରାହୁଲଙ୍କ ସାମ୍ନାରେ ବିସ୍ତୃତ ଭାବରେ ନିଜ ଅଭିଯୋଗ ରଖିଛନ୍ତି । ଏହାସହ ସେ ନିଜକୁ କଂଗ୍ରେସ ଓ ସରକାରଙ୍କ ହିତରେ କାମ କରିବାକୁ ପ୍ରତିବଦ୍ଧ ଥିବା କହିଛନ୍ତି ।

ଏହି ବୈଠକ ପରେ ରାଜସ୍ଥାନ ମାମଲାର ପୂର୍ଣ୍ଣଛେଦ ପକାଇବା ପାଇଁ ଅଣ୍ଟା ଭିଡିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାଜସ୍ଥାନର ବିଦ୍ରୋହୀ ବିଧାୟକ ଓ ପାଇଲଟଙ୍କ ଦ୍ବାରା ଉଠାଯାଇଥିବା ଅଭିଯୋଗର ସମାଧାନ ପାଇଁ ଏକ 3 ଜଣିଆ ଟିମ ଗଠନ କରିବାକୁ ସୋନିଆ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.