ETV Bharat / bharat

ତୁଷାରପାତରେ ରିପୋର୍ଟିଂ କରି ଚର୍ଚ୍ଚାରେ ସ୍କୁଲ ଗାର୍ଲ

ପ୍ରବଳ ତୁଷାର ପାତ ମଧ୍ୟରେ ଅଭିନବ ଢଙ୍ଗର ରିପୋର୍ଟିଂ କରୁଥିବାର ଭିଡିଓ ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗୁଛି । କାଶ୍ମୀରର ଜଣେ ସ୍କୁଲ ଗାର୍ଲ ରିପୋର୍ଟିଂ କରୁଥିବା ଏ ଭିଡିଓ ବେଶ ପ୍ରଶଂସା ସାଉଣ୍ଟୁଛି ।

author img

By

Published : Feb 11, 2019, 5:15 PM IST

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@ଟ୍ବିଟର

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମରୀରେ ଜାରି ରହିଛି ତୁଷାରପାତ । ବରଫ ପାତ ଯୋଗୁଁ ବିଭିନ୍ନ ରାସ୍ତାଘାଟ ବନ୍ଦ ଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି କାଶ୍ମୀରର ଜଣେ ସ୍କୁଲ ଗାର୍ଲ । ପ୍ରବଳ ତୁଷାର ପାତ ମଧ୍ୟରେ ଅଭିନବ ଢଙ୍ଗର ରିପୋର୍ଟିଂ କରୁଥିବାର ଭିଡିଓ ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗୁଛି । ଆଉ ଝିଅଟିର ଚେଷ୍ଟା ସମସ୍ତଙ୍କ ନିକଟରେ ପ୍ରଶଂସନୀୟ ହୋଇପାରିଛି ।

ବରଫ ପାତ ମଧ୍ୟରେ ରିପୋର୍ଟିଂ ଚେଷ୍ଟା କରୁଥିବା କାଶ୍ମିରୀ ସ୍କୁଲ ଗାର୍ଲର ଏହି ଭିଡିଓକୁ ପ୍ରଶଂସକ ଟ୍ୱିଟରରେ ସେୟାର କରିବା ସହ ସମସ୍ତଙ୍କ ହୃଦୟ ଜିଣି ପାରିଛି । ସୋପିଆନରେ ରହୁଥିବା ସ୍କୁଲ ଗାର୍ଲ ତୁଷାର ପାତକୁ ନେଇ ଏମିତି କିଛି ଢଙ୍ଗରେ ଉପସ୍ଥାପନା କରିଥିଲେ ଯେଉଁଥିରେ ଲୋକଙ୍କୁ ଖୁସ୍ କରିପାରିଥିଲା । କେବଳ ସେତିକି ନୁହେଁ ପିଲାଟିର ସାହସିକତା ଓ ତାର ଚେଷ୍ଟାରୁ ତାରିଫ କରୁଛନ୍ତି ଲୋକେ ।

ଏକ ଟନେଲ ନିର୍ମାଣ କରୁଥିବା ପିଲାଙ୍କ ସହ କଥାବାର୍ତ୍ତା କରୁଥିବାର ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଯେଉଁଥିରେ ପିଲାଙ୍କ ଅଭିଭାବକ ପାଠପଢିବା ପାଇଁ କହୁଥିବା ବେଳେ ପିଲେ ଲୁଚି ଟନେଲ ନିର୍ମାଣ କରୁଛନ୍ତି ।

Intro:Body:

ବରଫପାତରେ ରିପୋର୍ଟିଂ: ଦୃଷ୍ଟି ଆକର୍ଷଣ କଲା କାଶ୍ମିରୀ ସ୍କୁଲ ଗାର୍ଲ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମରୀରେ ଜାରି ରହିଛି ତୁଷାରପାତ । ବରଫ ପାତ ଯୋଗୁଁ ବିଭିନ୍ନ ରାସ୍ତାଘାଟ ବନ୍ଦ ଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି କାଶ୍ମିରର ଜଣେ ସ୍କୁଲ ଗାର୍ଲ । ଏକ ଅଭିନବ ମାଧ୍ୟମରେ ପ୍ରବଳ ତୁଷାର ପାତ ମଧ୍ୟରେ ସେ ଖବର ସଂଗ୍ରହ କରୁଥିବାର ଭିଡିଓ ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗୁଛି । ଆଉ ତାହାର ଏହି ଚେଷ୍ଟା ସମସ୍ତଙ୍କ ନିକଟରେ ପ୍ରଶଂସନୀୟ ହୋଇପାରିଛି ।

ବରଫ ପାତ ମଧ୍ୟରେ ରିପୋର୍ଟିଂ ଚେଷ୍ଟା କରୁଥିବା କାଶ୍ମିରୀ ସ୍କୁଲ ଗାର୍ଲର ଏହି ଭିଡିଓକୁ ପ୍ରଶଂସକ ଟ୍ବିଟରରେ ସେୟାର କରିବା ସହ ସମସ୍ତଙ୍କ ହୃଦୟ ଜିଣି ପାରିଛି । ସୋପିଆନରେ ରହୁଥିବା ସ୍କୁଲ ଗାର୍ଲ ତୁଷାର ପାତକୁ ନେଇ ଏମିତି କିଛି ଢଙ୍ଗରେ ଉପସ୍ଥାପନା କରିଥିଲେ ଯେଉଁଥିରେ ଯାହା ଲୋକଙ୍କୁ ଖୁସ କରିପାରିଥିଲା । କେବଳ ସେତିକି ନୁହେଁ ପିଲାଟିର ସାହସିକତା ଓ ତାର ଚେଷ୍ଟାରୁ ତାରିଫ କରୁଛନ୍ତି ଲୋକେ ।

ଏକ ଟନେଲ ନିର୍ମାଣ କରୁଥିବା ପିଲାଙ୍କ ସହ କଥାବାର୍ତ୍ତା କରୁଥିବାର ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଯେଉଁଥିରେ ପିଲାଙ୍କ ଅଭିଭାବକ ପାଠପଢିବା ପାଇଁ କହୁଥିବା ବେଳେ ପିଲେ ଲୁଚି ଟନେଲ ନିର୍ମାଣ କରୁଛନ୍ତି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.