ETV Bharat / bharat

ଲକଡାଉନ ବୃଦ୍ଧି ଖବର ଶୁଣି ହୃଦଘାତରେ ମୃତ୍ୟୁ

author img

By

Published : Apr 16, 2020, 3:18 PM IST

କୋରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ ଅବଧିକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କିନ୍ତୁ କର୍ଣ୍ଣାଟକର କୋଲାର ଜିଲ୍ଲାର ଜଣେ ବ୍ୟକ୍ତି ଏହି ଖବର ଶୁଣି ହୃଦ୍‌ଘାତରେ ମୃତ୍ୟୁବରଣ କରିଥିବା ଖବର ସାମ୍ନାକୁ ଆସିଛି ।

man dead
ଲକଡାଉନ ବୃଦ୍ଧି ଖବର ଶୁଣି ବ୍ୟକ୍ତିଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ଲକଡାଉନ ଅବଧି ବୃଦ୍ଧି ଖବର ଶୁଣି ବ୍ୟକ୍ତିଙ୍କ ମୃତ୍ୟୁ । କୋରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ ଅବଧିକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କିନ୍ତୁ କର୍ଣ୍ଣାଟକର କୋଲାର ଜିଲ୍ଲାର ଜଣେ ବ୍ୟକ୍ତି ଏହି ଖବର ଶୁଣି ହୃଦ୍‌ଘାତରେ ମୃତ୍ୟୁ ବରଣ କରିଥିବା ଖବର ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ମୁର୍ଗେଶ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତେବେ କୋରୋନା କାରଣରୁ ଦେଶରେ ଲକଡାଉନ ଘୋଷଣା ହେବା ପରେ ସେ ନିଜ ପରିବାରକୁ ଖାଇବାକୁ ଦେବାକୁ ସକ୍ଷମ ନଥିଲେ।

ପ୍ରଧାନମନ୍ତ୍ରୀଙ୍କ ଲକଡାଉନ ଅବଧି ଘୋଷଣା ଶୁଣିବା ପରେ ଏପ୍ରିଲ୍ 14ରେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ବୁଧବାର ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁଘଟିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.