ETV Bharat / bharat

କର୍ଣ୍ଣାଟକ ନାଟକ: କୁମାରସ୍ବାମୀଙ୍କ ଇସ୍ତଫା ଦାବି କଲେ ବିଜେପି ନେତ୍ରୀ - ଇସ୍ତଫା

କୁମାରସ୍ବାମୀ ଇସ୍ତଫା ଦେବା ଆବଶ୍ୟକ । କାରଣ କଂଗ୍ରେସ ବିଧାୟକ ଦଳ ଛାଡ଼ିବା ପରେ ତାଙ୍କ ପାଖରେ ସରକାରରେ ବସିବାକୁ ଆଉ ବହୁମତ ନାହିଁ ବୋଲି କହିଲେ ବିଜେପି ନେତ୍ରୀ ଶୋଭା କରନ୍ଦଲାଜେ ।

ଫଟୋ ସୌଜନ୍ଯ: ଏଏନ୍ଆଇ
author img

By

Published : Jul 8, 2019, 2:08 PM IST

Updated : Jul 8, 2019, 2:25 PM IST

ବେଙ୍ଗାଲୁରୁ: ଜୋର ଧରିଲା ସରକାର ହଟିବା ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ଇସ୍ତଫା ଦାବି କଲେ ବିଜେପି ନେତ୍ରୀ ଶୋଭା କରନ୍ଦଲାଜେ ।

ରାଜ୍ଯ ବିଜେପି ମୁଖ୍ଯ ବି.ଏସ୍ ୟଦୁରପ୍ପାଙ୍କ ବାସଭବନଙ୍କୁ ଯାଇ ଭେଟିଛନ୍ତି ଶୋଭା । ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ତୁରନ୍ତ କୁମାରସ୍ବାମୀ ଇସ୍ତଫା ଦେବା ଆବଶ୍ୟକ । କାରଣ କଂଗ୍ରେସ ବିଧାୟକ ଦଳ ଛାଡ଼ିବା ପରେ ତାଙ୍କ ପାଖରେ ସରକାରରେ ବସିବାକୁ ଆଉ ବହୁମତ ନାହିଁ ।

ପୁଣି ସ୍ବାଧୀନ ବିଧାୟକ ନାଗେଶ୍ବର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜେପିକୁ ସମର୍ଥନ ଦେବାକଥା ଘୋଷଣା କରିଛନ୍ତି । ତେଣୁ ବିଜେପି ନେତ୍ରୀ ଶୋଭା କହିଛନ୍ତି କୁମାର ଇସ୍ତଫା ଦେଇ ବହୁମତ ଥିବା ଦଳକୁ ସରକାର ଗଢିବାକୁ ବାଟ ଛାଡ଼ିବା ଦରକାର ।

Intro:Body:

BLANK FOR LINK

Conclusion:
Last Updated : Jul 8, 2019, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.