ETV Bharat / bharat

ଅଗ୍ନିପରୀକ୍ଷା ଦେବେ କୁମାରସ୍ବାମୀ ! - vidhana-soudha

କର୍ଣ୍ଣାଟକ ମେଣ୍ଟ ସରକାର ବଞ୍ଚାଇବା ପାଇଁ କୁମାରସ୍ବାମୀ ବିଧାନସଭାରେ ଅଗ୍ନିପରୀକ୍ଷା ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି । ସେ ଏ ନେଇ ବିଧାନସଭା ବାଚସ୍ପତିଙ୍କୁ ମଧ୍ୟ ନିବେଦନ କରିଛନ୍ତି ।

ଫାଇଲ ଫଟୋ
author img

By

Published : Jul 12, 2019, 10:23 PM IST

Updated : Jul 12, 2019, 11:59 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବଢିଚାଲିଛି ରାଜନୈତିକ ସଙ୍କଟ । ଯେକୌଣସି ମୁହୂର୍ତ୍ତରେ ଭାଙ୍ଗିବା ପରିପାରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର । ଏପଟେ ସରକାରକୁ ବଞ୍ଚାଇବା ପାଇଁ କସରତ କରୁଛନ୍ତୁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ସମେତ ମେଣ୍ଟର ବହୁ ବରିଷ୍ଠ ନେତା ।

ଏପଟେ ସରକାର ବଞ୍ଚାଇବା ପାଇଁ କୁମାରସ୍ବାମୀ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ଚାହୁଁଥିବା କହିଛନ୍ତି । ସେ ବିଧାନସଭା ବାଚସ୍ପତିଙ୍କୁ ଏ ନେଇ ମଧ୍ୟ ନିବେଦନ କରିଛନ୍ତି ।

ଶୁକ୍ରବାର କର୍ଣ୍ଣାଟକ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏହାର ପ୍ରଥମ ଦିନରେ କୁମାରସ୍ବାମୀ କହିଛନ୍ତି, ରାଜ୍ୟରେ ରାଜନୈତିକ ସଙ୍କଟ ଚାଲିଛି । ଏହାକୁ ଆଖିରେ ରଖି ସେ ସଦନରେ ଅଗ୍ନିପରୀକ୍ଷା ଦେବାକୁ ଚାହୁଁଛନ୍ତି । ଏଥିପାଇଁ ତୁରନ୍ତ ସମୟ ଧାର୍ଯ୍ୟ କରିବାକୁ ବାଚସ୍ପତିଙ୍କୁ ନିବେଦନ କରିଛନ୍ତି କୁମାରସ୍ବାମୀ । ତେବେ ବାଚସ୍ପତି ଏନେଇ ବିଚାର କରିବେ ବୋଲି କହିଛନ୍ତି ।

Intro:Body:

BLANK  FOR STORY

Conclusion:
Last Updated : Jul 12, 2019, 11:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.