ETV Bharat / bharat

ଏକାଠି ଭୋଟ ଦେଲେ ଗୋଟିଏ ପରିବାରର 110 ସଦସ୍ୟ - ଏକାଠି ଭୋଟ ଦେଲେ ପରିବାରର 110 ସଦସ୍ୟ

କର୍ଣ୍ଣାଟକର ଚିକ୍କାବଲ୍ଲାପୁରରେ ମତଦାନ ପାଇଁ ଉତ୍ସୁକତା ଦେଖାଇଛନ୍ତି ଏଠାର ଏକ ବିଶାଳ ପରିବାର । ଏହି ପରିବାରର 110 ଜଣ ସଦସ୍ୟ ଚିକ୍କାବଲ୍ଲାପୁରରେ ଏକତ୍ର ମତାଧିକାର ସାବ୍ୟସ୍ତ କରିଛନ୍ତି ।

karnataka bypolls
ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Dec 5, 2019, 12:29 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର 15 ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ । ଭୋଟିଂ ପ୍ରକ୍ରିୟା ସକାଳ 7 ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଚାଲିବ । ସକାଳ 9 ଟା ସୁଦ୍ଧା 6.33 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ତେବେ ଚିକ୍କାବଲ୍ଲାପୁରରେ ମତଦାନ ପାଇଁ ଉତ୍ସୁକତା ଦେଖାଇଛନ୍ତି ଏଠାର ଏକ ବିଶାଳ ପରିବାର । ଏହି ପରିବାରର 110 ଜଣ ସଦସ୍ୟ ଚିକ୍କାବଲ୍ଲାପୁରରେ ଏକତ୍ର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏଭଳି କରି ସେମାନେ ସମାଜ ପାଇଁ ଏକ ଭଲ ଉଦାହରଣ ସୃଷ୍ଟି କରିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ସେମାନେ ସର୍ବଦା ଏକତ୍ର ଭୋଟ ଦେବାକୁ ଯାଆନ୍ତି ବୋଲି ପରିବାରର ସଦସ୍ୟ ଲକ୍ଷ୍ମୀ କହିଛନ୍ତି ।

Intro:ಒಂದೇ ಕುಟುಂಬದ 110 ಮತದಾರರು ಮತಚಾಲವಣೆಯನ್ನು ಮಾಡುವುದರ ಮೂಲಕ ಇತರರಿಗೆ ಮಾದರಿಯಾದ ಘಟನೆ ಚಿಕ್ಕಬಳ್ಳಾಪುರ ಉಪಚುನಾವಣೆಯಲ್ಲಿ ನಡೆದಿದೆ.

Body:ಸಮ್ಮಿಶ್ರ ಸರ್ಕಾರದ ಪತನದ ನಂತರ ಚಿಕ್ಕಬಳ್ಳಾಪುರ ಕ್ಷೇತ್ರದಲ್ಲಿ ಉಪಚುನಾವಣೆಯ ಕಾವು ರಂಗೇರಿದ್ದು ಇಂದು ಮತದಾನದ ಪ್ರಕ್ರಿಯೆ ನಡೆಯುತ್ತಿದ್ದು ಒಂದೇ ಕುಟುಂಬದ 110 ಮತದಾರರು ಮತವನ್ನು ಚಲಾಯಿಸುವುದರ ಮೂಲಕ ಇತರರಿಗೆ ಮಾದರಿಯಾಗಿದ್ದಾರೆ.

ಮತದಾನ ನಮ್ಮ ಹಕ್ಕು ಪ್ರತಿಬಾರಿಯೂ ತಪ್ಪದೇ ಮತದಾನವನ್ನು ಚಾಲಯಿಸುವುದು ತುಂಬ ಸಂತೋಷವನ್ನು ತಂದಿದೆ .ಪ್ರತಿವರ್ಷದಂತೆ ಈ ಬಾರೀಯೂ ಒಟ್ಟಿಗೆ ಸೇರಿ ಮತದಾನ ಮಾಡಿದ್ದು ಪ್ರತಿಯೊಬ್ಬರು ತಪ್ಪದೇ ಮತವನ್ನು ಚಲಾಯಿಸುವಂತೆ ಇತರ ಮತದಾರರಿಗೆ ಸಲಹೆಯನ್ನು ನೀಡಿದ್ದಾರೆ..

ಬೈಟ್:- ಲಕ್ಷ್ಮಿ ರಾಮ್ ಮಹಾಕಾಳಿ ದೇವಸ್ಥಾನ ಬಳಿಯ ನಿವಾಸಿಗಳು..

ಬೈಟ್ :- ಐಶ್ವರ್ಯ..

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.