ETV Bharat / bharat

କର୍ଣ୍ଣାଟକ ବିଜେପି ବିଧାୟକ ଦଳ ବୈଠକ - ୟେଦୁରପ୍ପାଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ

ୟେଦୁରପ୍ପାଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ । ସୋମବାର ସରକାର ବହୁମତ ସାବସ୍ତ୍ୟ କରିବାକୁ ଥିବାବେଳେ ରବିବାର ଚାନ୍ସେରୀ ପାଭିଲିୟନ ହୋଟେଲରେ ବସିଛି ବୈଠକ ।

ଫାଇଲ ଫଟୋ
author img

By

Published : Jul 28, 2019, 8:02 PM IST

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି ବିଜେପି ବିଧାୟକ ଦଳ ବୈଠକ । ଆସନ୍ତା କାଲି ଯେଦୁରପ୍ପାଙ୍କ ସରକାର ବାଚସ୍ପତିଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ଏହା ପୂର୍ବରୁ ଆଜି ବେଙ୍ଗାଲୁରର ଚାନ୍ସେରୀ ପାଭିଲିୟନ ହୋଟେଲରେ ହୋଇଯାଇଛି ବୈଠକ ।

karnataka
ଫଟୋ ସୌଜନ୍ଯ: ଏଏନ୍ଆଇ

ଜୁଲାଇ 31 ତାରିଖରେ ବିଜେପିକୁ ବହୁମତ ସାବସ୍ତ୍ୟ କରିବାକୁ ଥିବାବେଳେ ଶପଥ ଗ୍ରହଣ ପରେ ୟେଦୁପରପ୍ପାନ ଜୁଲାଇ 29ରେ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଘୋଷଣା କରିଥିଲେ । କିନ୍ତୁ ବାଚସ୍ପତି କେ.ଆର ରମେଶ କଂଗ୍ରସର 11 ଏବଂ ଜେଡ଼ିଏସର 3 ଜଣଙ୍କୁ ଆଜି ଅଯୋଗ୍ୟ ଘୋଣଷା କରିବା ପରେ ୟେଦୁରପ୍ପାଙ୍କ ରାସ୍ତା ସଫା ହୋଇଯାଇଛି ।

karnataka
ଫଟୋ ସୌଜନ୍ଯ: ଏଏନ୍ଆଇ

ସମୁଦାୟ 224 ବିଧାୟକଙ୍କ ମଧ୍ୟରୁ ବାଚସ୍ପତି ପୂର୍ବରୁ 3 ଜଣଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଫଳରେ ସଂଖ୍ୟା 221କୁ ଖସି ଆସିଥିଲା । ତେଣୁ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଆବଶ୍ୟକ ପଡ଼ୁଥିଲା 111 ବିଧାୟକଙ୍କ ସମର୍ଥନ । ରବିବାର ରମେଶଙ୍କ ନିଷ୍ପତି ପରେ ଏବେ ବିଧାନସଭାରେ ସଦସ୍ୟ ସଂଖ୍ୟା 207 । ତେଣୁ ବିଜେପି ପାଖରେ ରହିଥିବା 105 ବିଧାୟକଙ୍କ ସମର୍ଥନ ବଳ ରହେ ସହଜରେ ବହୁମତ ସାବସ୍ତ୍ୟ କରିପାରିବେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ।

Intro:Body:

TESTING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.