ETV Bharat / bharat

ଇରାନକୁ ଚାଉଳ ଦେବନି ହରିୟାଣା

author img

By

Published : Jan 17, 2020, 7:51 PM IST

କରନାଲର ସର୍ବଭାରତୀୟ ଚାଉଳ ରପ୍ତାନୀ ଆସୋସିଏସନ ଇରାନକୁ ଚାଉଳ ରପ୍ତାନୀ କରିବା ଉପରେ ରୋକ ଲଗାଇବାକୁ ନିଷ୍ପତି ନେଇଛି । ଅଧିକ ପଢନ୍ତୁ...

ଇରାନକୁ ଚାଉଳ ରପ୍ତାନୀ ଉପରେ ରୋକ ଲଗାଇଲା AIREA
ଇରାନକୁ ଚାଉଳ ରପ୍ତାନୀ ଉପରେ ରୋକ ଲଗାଇଲା AIREA

ଚଣ୍ଡିଗଡ: ଇରାନ ଓ ଆମେରିକା ମଧ୍ୟରେ ଦେଖା ଜାରି ରହିଥିବା ଅଶାନ୍ତିର ପ୍ରଭାବ ବାଣିଜ୍ୟ ସଙ୍ଗଠନ ଉପରେ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି । କରନାଲର ସର୍ବଭାରତୀୟ ଚାଉଳ ରପ୍ତାନୀ ଆସୋସିଏସନ ଇରାନକୁ ଚାଉଳ ରପ୍ତାନୀ କରିବା ଉପରେ ରୋକ ଲଗାଇବାକୁ ନିଷ୍ପତି ନେଇଛି । ଖାସକରି ବାସୁମତୀ ଚାଉଳ ରପ୍ତାନୀ ଉପରେ ରୋକ ଲଗାଇବାକୁ ଆସୋସିଏସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଇରାନକୁ ଚାଉଳ ରପ୍ତାନୀ ଉପରେ ରୋକ ଲଗାଇଲା AIREA

ତିନୋଟି ଇସଲାମିକ ରାଷ୍ଟ୍ରର ଋଣପତ୍ର ବିରୁଦ୍ଧରେ ଚାଉଳ ରପ୍ତାନୀ ନ କରିବାକୁ ନିଷ୍ପତ୍ତି ନେଇଛି ସର୍ବଭାରତୀୟ ଚାଉଳ ରପ୍ତାନୀ ଆସୋସିଏସନ । ଇରାନର 15 ଶହ କୋଟି ଟଙ୍କା ଭରଣା କରିବାକୁ ଥିବାରୁ ବ୍ୟବସାୟୀ ସଙ୍ଘ ଏପରି କୌଣସି ପଦକ୍ଷେପ ନେବାକୁ ଚାହୁଁନି, ଯେଉଁଥିରେ କ୍ଷତି ସହିବାକୁ ପଡିବ ।

ବାସୁମତୀ ଚାଉଳର ସବୁଠୁ ବଡ ବଜାର ଭାବେ ଭାରତକୁ ଜଣାଯାଏ । ଯଦି ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଅଶାନ୍ତିର ସ୍ଥିତିରେ ସୁଧାର ନ ଆସେ ତେବେ ଏହା ଉଭୟ ଉତ୍ପାଦକ ଓ ବ୍ୟବସାୟୀଙ୍କ ଉପରେ ପ୍ରଭାବ ପକାଇବା ନେଇ ବ୍ୟବସାୟୀଙ୍କ ମନରେ ଭୟ ରହିଛି ।

କରନାଲରେ ଚାଉଳ ଉତ୍ପାଦନ ହବ

ହରିଆଣାର କରନାଲ ଓ ଆଖପାଖ ଅଞ୍ଚଳରେ ବାସୁମତୀ ଚାଉଳ ଉତ୍ପାଦନ କରାଯାଏ । 2019 ଖରିଫ ଋତୁରେ କରନାଲରେ ଉତ୍ପାଦନ 1.3 ଲକ୍ଷ ମେଟ୍ରିକ ଟନ ଥିଲା । ଏହାର 40 ପ୍ରତିଶତ ଥାଲା ବାସୁମତୀ ଚାଉଳ । କରନାଲସ ଜିଲ୍ଲାର 35 ଚାଉଳ ରପ୍ତାନୀ କେନ୍ଦ୍ର ଇରାନ ଓ ଅନ୍ୟ ଦେଶ ସହ ବ୍ୟବସାୟ କରିଥାନ୍ତି । କରନାଲ ଦେଶର ସବୁଠୁ ବଡ ଚାଉଳ ହବ ।

ସ୍ଥାନୀୟ ବଜାର ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ନିଷ୍ପତ୍ତି

ଆଗାମୀ 3 ମାସରେ ପାଖାପାଖି 7 ଏମଏଲଟି ଚାଉଳ ଇରାନକୁ ରପ୍ତାନୀ କରିବାର ଥିଲା । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ବଜାର ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡିବ । ଏହା ଫଳରେ ଚାଉଳର ମୂଲ୍ୟ କମିବାର ସମ୍ଭାବନା ରହିଛି । ମଧ୍ୟପ୍ରାଚ୍ୟର ସଙ୍କଟ ଅନ୍ତରାଷ୍ଟ୍ରୀୟ ମାର୍କେଟରେ ଚାଉଳର ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଛି ।

ଇରାନ କେବଳ 40 ପ୍ରତିଶତ ଭରଣା କରିଛି

ଇରାନ ନିଜ ଦେଶକୁ ଆମଦାନୀ ହୋଇଥିବା 12 ଶହ କୋଟି ଟଙ୍କା ଚାଉଳରୁ ପାଖାପାଖି 40 ପ୍ରତିଶତ ଭରଣା କରିଛି । ଏହା ଗତ ବର୍ଷ ମେ ମାସରୁ ଅଟକିଛି । ଡିସେମ୍ବରରେ 600 କୋଟି ଟଙ୍କାର ଚାଉଳ ଇରାନକୁ ରପ୍ତାନୀ କରାଯାଇଛି । ଏବେ ବି ଇରାନଠାରୁ 14 ଶହ କୋଟି ଟଙ୍କା ପ୍ରାପ୍ତ କରିବା ବାକି ରହିଛି ।

Intro:अमेरिका और ईरान की तनावपूर्ण स्थिति के चलते ऑल इंडिया राइस एक्सपोर्टर्स एसोसिएशन ने लिया फैसला, 14 करोड रुपए बकाया भुगतान के चलते नहीं करेंगे ईरान को चावल निर्यात, जब तक स्थिति सामान्य नहीं हो जाती तब तक तीन इस्लामिक देशों को नहीं होगा चावल निर्यात ।

Body:ईरान और अमेरिका के बीच बढ़ते तनाव ने व्यापार संगठन बना दिया है । ऑल इंडिया राइस एक्सपोर्टर्स एसोसिएशन ईरान को विशेषकर बासमती चावल के निर्यात को रोकने का निर्णय किया है ।जब तक की स्थिति सामान्य नहीं हो जाती तब तक निर्यात नही होगा । निर्यातक अपने भुगतान को लेकर परेशान है । तीन इस्लामिक राष्ट्र (एयरिया) यानी ऑल इंडिया राइस एक्सपोर्टर्स एसोसिएशन ने अग्रिम भुगतान या ऋण पत्र के खिलाफ चावल का निर्यात करने का फैसला किया है । चावल निर्यातकों ने कहा कि वे ईरान में लगभग 14 करोड रुपए के भुगतान के बाद से कोई जोखिम नहीं लेंगे । जो भारतीय बासमती चावल का सबसे बड़ा बाजार है जिसमें पूसा बासमती 1509 और पूसा 1121 शामिल है । उन्हें डर है कि अगर स्थिति में सुधार नहीं हुआ यह चावल उत्पादकों और निर्यातको दोनों को बुरी तरह से प्रभावित करेगा । हरियाणा में बासमती बड़े पैमाने पर करनाल और आसपास के जिलों में उगाया जाता है ।2019 में खरीफ सीजन में धान का रकबा करनाल जिले में 1.3 लाख तथा इसमें लगभग 40% बासमती का था । करनाल जिले में लगभग 35 चावल निर्यातक है जो ईरान और अन्य देशों के साथ व्यापार करते हैं ।करनाल देश का सबसे बड़ा चावल हव है ।

Conclusion: निर्यातक और एयरिया के पूर्व अध्यक्ष विजय सेतिया ने कहा कि ईरान भारत के लिए एक महत्वपूर्ण व्यापार भागीदार था । 2018 19 में भारत ने ईरान को बासमती चावल का 14 लाख मैट्रिक टन एलएमटी निर्यात किया लेकिन 2019 के वित्तीय वर्ष में अब तक केवल 7 एमएलडी का निर्यात किया जा सका है अगले 3 महीनों में लगभग 7 एमएलटी चावल ईरान को निर्यात किया जाना था । ईरान की मौजूदा स्थिति के कारण हमें स्थानीय बाजार पर ध्यान केंद्रित करना होगा जिससे कीमतों में गिरावट हो सकती है ।उन्होंने कहा कि संकट ने अंतरराष्ट्रीय बाजार में चावल की कीमतों को भी प्रभावित किया है । हम ईरानी खरीदारों पर भरोसा करते हैं और व्यापार को जारी रखना चाहते हैं लेकिन ईरान अमेरिका के बढ़ते तनाव के कारण एसोसिएशन ने चावल के निर्यात को तुरंत रोकने का अग्रिम भुगतान के खिलाफ चावल भेजने के लिए सलाह जारी की है । ईरान ने 12 सो करोड़ रुपए के चावल आयात में से लगभग 40% भुगतान जारी किया है जो मई 2019 से अटका हुआ था । पिछले साल दिसंबर में लगभग ₹500 करोड़ चावल का इरान को निर्यात किया गया है ।भारतीय निर्यातकों को ईरान से 14 सौ करोड रुपए प्राप्त करना बाकी है । हम अपने भुगतान के लिए सुरक्षा चाहते हैं ।

बाईट - विजय सेतिया - एक्स ऑल इंडिया राइस एक्सपोर्टर एसोसिएशन प्रेसिडेंट
वाक थ्रू
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.