ETV Bharat / bharat

ଆପ’ ସହ ଆମର କୌଣସି ସମ୍ପର୍କ ନାହିଁ: ଗଜେ ସିଂ - ଆମ ଆଦମୀ ପାର୍ଟି

ପୂର୍ବ ଦିଲ୍ଲୀ ଶାହୀନ୍‌ବାଗରେ ଗୁଳି ଚଳାଇଥିବା ଅଭିଯୁକ୍ତ କପିଲ ଗୁର୍ଜରଙ୍କ ବାପା କଣ କହିଲେ କପିଲଙ୍କୁ ନେଇ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Kapil Gurjar
Kapil Gurjar
author img

By

Published : Feb 4, 2020, 11:57 PM IST

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ଶାହିନ୍‌ବାଗରେ ଗୁଳି ଚଳାଇଥିବା ଅଭିଯୁକ୍ତ କପିଲ ଗୁର୍ଜରର ଆମ ଆଦମୀ ପାର୍ଟିରେ ଯୋଗଦେବା ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କପିଲଙ୍କ ପରିବାର ବର୍ଗ ପ୍ରତିକ୍ରିୟା ରଖିଛନ୍ତି ।

କପିଲଙ୍କ ବାପା ଗଜେ ସିଂ କହିଛନ୍ତି ଯେ, ଲୋକସଭା ନିର୍ବାଚନ ବେଳେ ଆମ ଆଦମୀ ପାର୍ଟି ନେତା ତାଙ୍କ ଗାଁ ଦଲ୍ଲୁପୁରା ଆସିଥିଲେ ସେତେବେଳେ ଆପ ନେତା କପିଲଙ୍କୁ ଜୋର ଜବରଦସ୍ତ ଆପ ଟୋପି ପିନ୍ଧାଇଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ତାଙ୍କ ପୁଅ କେବେ ଆମ ଆଦମୀ ପାର୍ଟିରେ ଯୋଗଦେଇନଥିଲା । ‘ଆପ’ ସହ ତାଙ୍କ ପରିବାରର କୌଣସି ସମ୍ପର୍କ ନାହିଁ ।

ଗଜେ ସିଂ ଆହୁରି କହିଛନ୍ତି 2012 ପର୍ଯ୍ୟନ୍ତ ସେ ବିଏସପି ଦଳରେ ଥିଲେ । ପୌର ନିଗମ ନିର୍ବାଚନ ମଧ୍ୟ ଲଢିଥିଲେ । ହେଲେ ଅସୁସ୍ଥତା କାରଣରୁ ସେ ରାଜନୀତି ଛାଡିଦେଲେ । ଏବେ ନିଜ ଗାଁ ରେ ରହୁଛନ୍ତି । ଗାଁକୁ ଯେଉଁଦଳର ନେତା ଆସିଲେ ମଧ୍ୟ ସେ ସମସ୍ତଙ୍କ ସହ ମିଶୁଛନ୍ତି । ଏପରିକି ବିଜେପି ଦଳ ସହ ମଧ୍ୟ ବୋଲି କହିଛନ୍ତି ।

ସୂଚନା ଥାଉକି କପିଲ ଗୁର୍ଜର ଶାହୀନବାଗରେ ହେଉଥିବା ବିକ୍ଷୋଭସ୍ଥଳ ପାଖରେ ଗୁଳି ଚଳାଇଥିଲା । ଯାହା ଦ୍ବାରା କପିଲକୁ ପୋଲିସ ଗିରଫ କରି ଖୋଲତାଡ କରୁଛି । ଏହାକୁ ନେଇ ଏବେ ଦିଲ୍ଲୀ ରାଜନୀତି ସରଗରମ ହୋଇପଡିଛି ।

Intro:पूर्वी दिल्ली . शाहीन बाग में फायरिंग करने के आरोपी कपिल गुर्जर का आम आदमी पार्टी के साथ फोटो सामने आने के बाद कपिल गुर्जर के परिजनों का कहना है कि उनका आम आदमी पार्टी से कोई लेना देना नहीं है .

Body:आम आदमी पार्टी नही की जॉइन

कपिल गुर्जर के पिता गजे सिंह ने बताया कि लोकसभा चुनाव के दौरान आम आदमी पार्टी के नेता प्रचार के लिए उनके गांव दल्लूपुरा आए थे उन्होंने इसी दौरान जबरदस्ती उन्हें टोपी पहनाया था।
उनका और उनके बेटे ने कभी आम आदमी पार्टी ज्वाइन नहीं की और न ही उनका आम आदमी पार्टी से कोई संबंध है ।

बीमारी की वजह से राजनीति से हो गया दूर

गजे सिंह ने बताया कि 2012 तक वह बीएसपी से जुड़े थे । निगम चुनाव में उन्होंने बीएसपी से चुनाव भी लड़ा था लेकिन बीमारी की वजह से राजनीति छोड़ दी । गाँव मे जो भी पार्टी के नेता आते है उसमें चला जाता हूँ ,बीजेपी के नेता से भी मिलता हूँ।

पूरे परिवार का आम आदमी पार्टी से संबंध नहीं है

कपिल गुर्जर के भाई सचिन गुर्जर ने कहा कि उसके भाई का राजनीति से कोई संबंध नहीं है । वह कभी भी आम आदमी पार्टी की रैली तक में नही गया । सचिन ने कहा कि उसका और उसके परिवार का आम आदमी पार्टी से कोई संबंध नही है ।Conclusion:आपको बता दें कि कपिल गुर्जर ने शाहीन बाग में प्रदर्शन स्थल के पास फायरिंग कर दिया था । जिसके बाद पुलिस ने उसे गिरफ्तार कर लिया है और मामले की जांच कर रही है
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.