ETV Bharat / bharat

ଲାଞ୍ଚ ନେବା ବେଳେ ଧରାପଡିଲେ ଥାନାବାବୁ - କାନପୁରର ସବ ଇନଲ୍ପେକ୍ଟର

ଉତ୍ତରପ୍ରଦେଶ କାନପୁରର ଜଣେ ସବ ଇନସ୍ପେକ୍ଟର ଜଣେ ମହିଳାଙ୍କୁ ଧମକାଇ ତାଙ୍କ ଗୁଗୁଲ ପେ ଆକାଉଣ୍ଟରୁ 50 ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ।

google pay
ଲାଞ୍ଚ ନେବା ବେଳେ ଧରାପଡିଲେ ସବ ଇନସ୍ପେକ୍ଟର
author img

By

Published : Jun 20, 2020, 1:23 PM IST

ଲକ୍ଷ୍ନୌ: ଲାଞ୍ଚ ନେବାବେଳେ ଧରାପଡିଲେ ସବ ଇନସ୍ପେକ୍ଟର । ଉତ୍ତରପ୍ରଦେଶ କାନପୁରର ଜଣେ ସବ ଇନସ୍ପେକ୍ଟର ଜଣେ ମହିଳାଙ୍କୁ ଧମକାଇ ତାଙ୍କ ଗୁଗୁଲ ପେ ଆକାଉଣ୍ଟରୁ 50 ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ।

ସୂଚନା ଅୁଯାୟୀ, କାନପୁରର ବର୍ଶ ଥାନାରେ ନିଯୁକ୍ତି ହୋଇଥିବା ସବ ଇନସ୍ପେକ୍ଟର ଏକ ମହିଳାଙ୍କୁ ଥାନାରେ ଭର୍ତ୍ତି କରିବା ନେଇ ଡରାଇଥିଲେ । ଏଣୁ ଲାଞ୍ଚ ବାବଦକୁ ତାଙ୍କ ଠାରୁ 50 ହଜାର ନେବାକୁ କହିଥିଲେ । ଏହାପରେ ସବ ଇନସ୍ପେକ୍ଟର ଜଣଙ୍କ ମହିଳାଙ୍କ ମୋବାଇଲରୁ ଗୁଗୁଲ ପେ ଜରିଆରେ ତାଙ୍କ ସହଯୋଗୀଙ୍କ ଆକାଉଣ୍ଟକୁ 50 ହଜାର ଟଙ୍କା ପଠାଇଥିଲେ ।

ଏହାପରେ ଏନେଇ ମହିଳା ଜଣଙ୍କ ଆଇଜିଙ୍କୁ ଏନେଇ ଜଣାଇଥିଲେ । ମାମଲାର ତଦନ୍ତ କରି ଆଇଜୀ ଘଟଣା ସତ୍ୟ ଥିବା ଜାଣି ଉକ୍ତ ଥାନାରେ ସବ ଇନସ୍ପେକ୍ଟରଙ୍କ ନାମରେ ଏକ ମାମଲା ରୁଜୁ କରିଥିଲେ । ଏହାପରେ ସବ ଇନସ୍ପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.