ETV Bharat / bharat

କମଲେଶ ତିୱାରୀ ହତ୍ୟା ମାମଲା: ପୋଲିସ ହାତରେ ବଡ ପ୍ରମାଣ

କମଲେଶ ତିୱାରୀ ହତ୍ୟା ମାମଲାରେ ପୋଲିସ ହାତରେ ଲାଗିଲା ବଡ ପ୍ରମାଣ । ଅଧିକ ପଢନ୍ତୁ...

author img

By

Published : Oct 20, 2019, 2:20 PM IST

Updated : Oct 20, 2019, 7:24 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ଲକ୍ଷ୍ନୌ: ହିନ୍ଦୁ ମହାସଭା ନେତା ତଥା ହିନ୍ଦୁ ସମାଜ ପାର୍ଟିର ପ୍ରତିଷ୍ଠାତା କମଲେଶ ତିୱାରୀ ହତ୍ୟା ମାମଲାରେ 3 ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିଥିଲା ପୋଲିସ । ଆଉ ଏବେ ପୋଲିସ ହାତରେ ଆଉ ଏକ ବଡ ପ୍ରମାଣ ଲାଗିଛି ।

ତେବେ କମଲେଶଙ୍କ ହତ୍ୟାକାରୀ ଯେଉଁ ହୋଟେଲରେ ରହିଥିଲେ, ସେହି ଦୁଇଜଣଙ୍କ ସାମଗ୍ରୀକୁ ହୋଟେଲରୁ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ଏହୁ ଦୁଇ ହତ୍ୟାକାରୀ ଲକ୍ଷ୍ନୌର ନାକା ଥାନା ସ୍ଥିତ ଖାଲସା ଇନ ହୋଟେଲରେ ରହିଥିଲେ । ଯେଉଁଠାରେ ପୋଲିସ କପଡା ସହ ବ୍ୟାଗ ଜବତ କରିଛନ୍ତି । ତେବେ ଜବତ ହୋଇଥିବେ ସେହି କପଡାରେ ରକ୍ତ ଲାଗିଛି । ଏହି ପ୍ରମାଣ ପୋଲିସକୁ ହତ୍ୟାକାରୀ ପର୍ଯ୍ୟନ୍ତ ପହଞ୍ଚାଇବାକୁ ସହାୟକ ହେବ ବୋଲି ଆଶା କରାଯାଉଛି ।

Intro:Body:

BLANK

Conclusion:
Last Updated : Oct 20, 2019, 7:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.