ETV Bharat / bharat

ରାହୁଲଙ୍କ ପଛରେ କମଲନାଥ, ଦେଲେ ଇସ୍ତଫା ପ୍ରସ୍ତାବ - ଇସ୍ତଫା ପ୍ରସ୍ତାବ

ରାହୁଲଙ୍କ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଇସ୍ତଫା ପ୍ରସ୍ତାବ ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପ୍ରସ୍ତାବ AICC ସାଧାରଣ ସମ୍ପାଦକ ଦୀପକ ବାବରିଆଙ୍କୁ ପଠାଇଛନ୍ତି ।

ଫାଇଲ ଫଟୋ
author img

By

Published : May 25, 2019, 10:48 PM IST

ଭୋପାଳ: ମଧ୍ୟପ୍ରଦେଶରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । 29ଟି ଲୋକସଭା ଆସନରୁ 28ଟି ବାଜିମାତ କରିଛି ବିଜେପି ମାତ୍ର ଗୋଟିଏ ଆସନରେ ଜିତିଛି କଂଗ୍ରେସ । ଏହାକୁ ନେଇ ଦଳରେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇଥିବାବେଳେ କଂଗ୍ରେସ ପ୍ରଦେଶ ଅଧ୍ଯକ୍ଷ ପଦ ଛାଡିବାକୁ ପ୍ରସ୍ତାବ ଦେଇଛନ୍ତି କମଲନାଥ ।

ସେ ତାଙ୍କ ଇସ୍ତଫା ପ୍ରସ୍ତାବ AICC ସାଧାରଣ ସମ୍ପାଦକ ଦୀପକ ବାବରିଆଙ୍କୁ ପଠାଇଛନ୍ତି । ଯଦି କମଲନାଥଙ୍କ ଇସ୍ତଫା ପ୍ରସ୍ତାବ ଗ୍ରହଣ ହୁଏ ତାଙ୍କ ବଦଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କଂଗ୍ରେସ କମିଟିର ଅଧ୍ୟକ୍ଷ କରିପାରନ୍ତି । ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଯୋଗୁଁ କମଲନାଥଙ୍କୁ ଇସ୍ତଫା ଦେବା ପାଇଁ ଚାପ ବଢୁଥିବା ଚର୍ଚ୍ଚା ହେଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.