ETV Bharat / bharat

‘ପ୍ରଧାନମନ୍ତ୍ରୀଙ୍କ 15 ମାସ ପୂର୍ବରୁ ଲକଡାଉନ ଲଗାଇଛନ୍ତି କମଳନାଥ’

author img

By

Published : Aug 22, 2020, 9:23 PM IST

ଲୋକଙ୍କ ଜୀବନ ରକ୍ଷା ପାଇଁ, କୋରୋନା କୋପରୁ ଦେଶବାସୀ ବର୍ତ୍ତିବା ପାଇଁ ପ୍ରଧାନମନ୍ତ୍ରୀ ଲକଡାଉନ ଲଗାଇଛନ୍ତି । କିନ୍ତୁ ମୋଦିଙ୍କର 15 ମାସ ପୂର୍ବରୁ ମଧ୍ୟପ୍ରଦେଶର ବଲ୍ଲଭ ଭବନରେ ଲକଡାଉନ କମଳନାଥ ଲଗାଇଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ଅଧିକ ପଢନ୍ତୁ..

‘ପ୍ରଧାନମନ୍ତ୍ରୀଙ୍କ 15 ମାସ ପୂର୍ବରୁ ଲକଡାଉନ ଲଗାଇଛନ୍ତି କମଳନାଥ’
‘ପ୍ରଧାନମନ୍ତ୍ରୀଙ୍କ 15 ମାସ ପୂର୍ବରୁ ଲକଡାଉନ ଲଗାଇଛନ୍ତି କମଳନାଥ’

ଭୋପାଳ: ଲୋକଙ୍କ ଜୀବନ ରକ୍ଷା ପାଇଁ, କୋରୋନା କୋପରୁ ଦେଶବାସୀ ବର୍ତ୍ତିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ ଲଗାଇଛନ୍ତି । କିନ୍ତୁ ମୋଦିଙ୍କର 15 ମାସ ପୂର୍ବରୁ ମଧ୍ୟପ୍ରଦେଶର ବଲ୍ଲଭ ଭବନରେ ଲକଡାଉନ ଲଗାଇଥିଲେ କମଳନାଥ । ସାଧାରଣ ଜନତାଙ୍କ ପ୍ରବେଶକୁ ନିଷିଦ୍ଧ କରିଥିଲେ । କଂଗ୍ରେସ ନେତା କମଲନାଥଙ୍କ ଉପରେ ଏପରି ସାଙ୍ଘାତିକ ଆରୋପ ଲଗାଇଚନ୍ତି ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ଗ୍ବାଲିଓ୍ବରରେ ଆୟୋଜିତ ବିଜେପିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଅଭିବାନରେ ଜୋରଦାର ବର୍ଷିଛନ୍ତି ଜ୍ୟୋତିରାଦିତ୍ୟ । ସେ କହିଛନ୍ତି ରାଜ୍ୟରେ କମଲନାଥ ସରକାର ଦଲାଲ ଭଳି କାର୍ଯ୍ୟ କରୁଥିଲା । ଫଳରେ 15 ମାସ ପୂର୍ବରୁ କମଳନାଥ ବଲ୍ଲଭ ଭବନକୁ ସାଧାରଣ ଜନତାଙ୍କ ପ୍ରବେଶ ଉପରେ ଲକଡାଉନ ଭଳି କଟକଣା ଲଗାଇ ବନ୍ଦ କରିଦେଲେ କିନ୍ତୁ ଉଦ୍ୟୋଗପତି ଏବଂ ବେପାରୀ ମାନଙ୍କ ପାଇଁ ଦ୍ବାର ଖୋଲା ରଖିଲେ ବୋଲି ଅଭିଯୋଗ ଆଣିଛନ୍ତି ସିନ୍ଧିଆ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.