ETV Bharat / bharat

ନୌସେନାରେ ସାମିଲ ହେଲା ବୁଡାଜାହାଜ ‘ବଗୀର’ - ନୌସେନାରେ ସାମିଲ ହେଲା ବୁଡାଜାହାଜ ‘ବଗୀର’

ବଢିଲା ସେନାର ଶକ୍ତି । ଭାରତ ଓ ଫ୍ରାନ୍ସ ନୌସେନାର ମିଳିତ ଉଦ୍ୟମରେ ନିର୍ମିତ ଅତ୍ୟାଧୁନିକ ବୁଡାଜାହାଜ ‘ବଗୀର’ର ହେଲା ଜଳାବତରଣ । ଅଧିକ ପଢନ୍ତୁ...

Kalvari class submarine 'Vagir' launched in Mumbai
ନୌସେନାରେ ସାମିଲ ହେଲା ସ୍କର୍ପିଆନ ବୁଡାଜାହାଜ ‘ବଗୀର’
author img

By

Published : Nov 12, 2020, 4:58 PM IST

ମୁମ୍ବାଇ: ବଢିଲା ସେନାର ଶକ୍ତି । ନୌସେନାରେ ସାମିଲ ହେଲା ପଞ୍ଚମ ପୀଢିର ସ୍କର୍ପିଆନ ବୁଡା ଜାହାଜ ‘ବଗୀର’ । ମାଜାଗାଓ ଡକ୍ ଲିମିଟେଡ୍ ଠାରେ ବୁଡାଜାହାଜ ‘ବଗୀର’ର ଶୁଭାରମ୍ଭ କଲେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଶ୍ରୀପଦ ନାଏକ ।

ନୌସେନାରେ ସାମିଲ ହେଲା ସ୍କର୍ପିଆନ ବୁଡାଜାହାଜ ‘ବଗୀର’
ନୌସେନାରେ ସାମିଲ ହେଲା ସ୍କର୍ପିଆନ ବୁଡାଜାହାଜ ‘ବଗୀର’

ଭାରତ ଓ ଫ୍ରାନ୍ସ ନୌସେନାର ମିଳିତ ଉଦ୍ୟମରେ ନିର୍ମିତ ହୋଇଛି ଅତ୍ୟାଧୁନିକ ବୁଡାଜାହାଜ ବଗୀର । ଗୁରୁବାର ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ମୁମ୍ବାଇସ୍ଥିତ ଆରବ ସାଗରରେ ବୁଡାଜାହାଜ ‘ବଗୀର’ର ଜଳାବତରଣ କରିଛନ୍ତି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ । ଫ୍ରାନ୍ସର ନାଭାଲ୍ ଗ୍ରୁପ୍ ଓ ଅଧିକାରୀଙ୍କ ସମେତ ବରିଷ୍ଠ ସେନା ଅଧିକାରୀ ଏବଂ ଅନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଗୋଆରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ପ୍ରୋଜେକ୍ଟ -75 ଅଧିନରେ ଥିବା ପ୍ରଥମ ଦୁଇଟି ବୁଡ଼ାଜାହାଜକୁ ଭାରତୀୟ ନୌସେନାରେ ସାମିଲ କରାଯାଇଥିବା ବେଳେ ତୃତୀୟ ଏବଂ ଚତୁର୍ଥ ବୁଡ଼ାଜାହାଜ ବର୍ତ୍ତମାନ ସମୁଦ୍ର ପରୀକ୍ଷଣରେ ରହିଛି । ବଗୀରର ଉଦଘାଟନୀ ଉତ୍ସବରେ ସମସ୍ତ ନୌସେନାର ଅଧିକାରୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.