ETV Bharat / bharat

ସମସ୍ୟା ପିଛା ଛାଡୁନି କି ? ଥାଇପାରେ କାଳସର୍ପ ଦୋଷ... - ସଙ୍କେତ

ଜୀବନରେ ସବୁ ସମୟ ସମାନ ହୋଇନଥାଏ । କେତେବେଳେ ଭଲ ତ କେତେବେଳେ ଖରାପ ସମୟ ଦେଇ ଗତି କରିବାକୁ ପଡିଥାଏ ମଣିଷକୁ ।

ସମସ୍ୟା ପିଛା ଛାଡୁନି କି ? ହୋଇପାରେ କାଳସର୍ପ ଦୋଷ
author img

By

Published : Sep 17, 2019, 6:31 AM IST

ହାଇଦ୍ରାବାଦ: ଯେତେବେଳେ କୌଣସି ବ୍ୟକ୍ତିର ଭଲ ସମୟ ଚାଲିଥାଏ ସେବେ ତାକୁ ଚର୍ତୁପାର୍ଶ୍ବରୁ ଶୁଭ ସମାଚାର ମିଳିଥାଏ । ମାତ୍ର ଜୀବନରେ ସବୁ ସମୟ ସମାନ ହୋଇନଥାଏ । କେତେବେଳେ ଭଲ ତ କେତେବେଳେ ଖରାପ ସମୟ ଦେଇ ଗତି କରିବାକୁ ପଡିଥାଏ ମଣିଷକୁ ।

ତେବେ ଖରାପ ସମୟରେ ବ୍ୟକ୍ତିକୁ ଅସଫଳତା, ରୋଗ ଏବଂ ଚିନ୍ତା ଦେଇଥାଏ । ଏସବୁ ଯଦି ଆପଣଙ୍କ ସହ ଘଟୁଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଏହା ଆପଣଙ୍କର କୁଣ୍ଡଳି ଦୋଷ ମଧ୍ୟ ହୋଇପାରେ । ଆଉ କାଳସର୍ପ ଦୋଷ ସେହି ଦୋଷମାନଙ୍କ ମଧ୍ୟରୁ ଗୋଟିଏ । ଏହି ଦୋଷ କାରଣରୁ ଆପଣଙ୍କ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ପରିସ୍ଥିତିରେ କାଳସର୍ପ ଯୋଗର ପ୍ରଭାବ ପଡିଥାଏ ।

କାଳସର୍ପ ଯୋଗ

ଯେତେବେଳେ ରାହୁ ଏବଂ କେତୁ ମଧ୍ୟରେ ଅନ୍ୟ ଗ୍ରହର ଉପସ୍ଥିତି ହୋଇଥାଏ ସେବେ କାଳସର୍ପ ଯୋଗର ପ୍ରଭାବ ଦେଖା ଯାଇଥାଏ । ସେହିପରି ଯେବେ କେତୁ ଏବଂ ରାହୁ ମଧ୍ୟରେ ଅନ୍ୟ ଗ୍ରହ ଉପସ୍ଥିତ ରହିଥାଆନ୍ତି ସେବେ ଏହାର ପ୍ରଭାବ ପଡିନଥାଏ ।

ଯଦି ରାହୁର ଶନି, ମଙ୍ଗଳ ଅଥବା ଚନ୍ଦ୍ରମା ସହ ଏକାଠି ରହିଥାଆନ୍ତି ତେବେ ଏହାର ପ୍ରଭାବ ଅଧିକ ହୋଇଥାଏ ।

ସଙ୍କେତ

ଯେବେ ବ୍ୟକ୍ତିକୁ ଖରାପ ଏବଂ ଭୟଜନିତ ସ୍ବପ୍ନ ଅଧିକ ଆସିଥାଏ ତେବେ ଏହା କାଳସର୍ପର ସଙ୍କେତ ହୋଇଥାଏ । ସ୍ବପ୍ନରେ ସାପ ଦେଖିବା ମଧ୍ୟ ଏହାର ଆଉ ଏକ ସଙ୍କେତ ହୋଇଥାଏ ।

ଉପାୟ

ଯଦି ଆପଣଙ୍କ ଜାତକରେ କାଳସର୍ପ ଦୋଷ ରହିଛି ତେବେ ପ୍ରତିଦିନ ବିଷ୍ଣୁ ଭଗବାନଙ୍କୁ ପୂଜା କରିବା ଉଚିତ । ଏହା ବ୍ୟତିତ ଚାନ୍ଦି ନାଗ ଆକୃତିର ଗୋଟିଏ ମୁଦି ପିନ୍ଧନ୍ତୁ । ଏହାଦ୍ବାରା ଆପଣଙ୍କ କାଳସର୍ପ ଯୋଗ ଦୂର ହେବ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.