ETV Bharat / bharat

ଜଷ୍ଟିସ କନଗରାଜ ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତ - ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟ ନିର୍ବାଚନ କମିଶନର

ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ କନଗରାଜଙ୍କୁ ଆନ୍ଧ୍ରପ୍ରଦେଶର ନୂତନ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ସେ ଆଜି ସକାଳେ ବିଜୟୱାଡାର ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

JUSTICE KANAGARAJU APPOINTED AS STATE ELECTION COMMISSIONER OF ANDHRAPRADESH
ଜଷ୍ଟିସ କାନାଗରାଜୁ ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତ
author img

By

Published : Apr 11, 2020, 12:43 PM IST

ଅମରାବତୀ: ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ କନଗରାଜଙ୍କୁ ଆନ୍ଧ୍ରପ୍ରଦେଶର ନୂତନ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ସେ ଆଜି ସକାଳେ ବିଜୟୱାଡାର ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷରୁ ତିନି ବର୍ଷକୁ ହ୍ରାସ ନିମନ୍ତେ ଏକ ଅଧ୍ୟାଦେଶ ଜାରି କରିବାପରେ ତାଙ୍କୁ ଏହି ନିଯୁକ୍ତି ମିଳିଛି ।

ଜଷ୍ଟିସ କନଗରାଜ ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତ

ଗତ ଶୁକ୍ରବାର ପଞ୍ଚାୟତିରାଜ ଅଧିନିୟମରେ ରାଜ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଧାରା 200କୁ ସଂଶୋଧିତ କରି ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏହି ନିୟମ କାରଣରୁ ସରକାର ରାଜ୍ୟ ନିର୍ବାଚନ କମିଶନର(SEC) ନିମ୍ମାଗଡା ରମେଶ କୁମାରଙ୍କୁ ଅବ୍ୟାହତି ଦେଇଛନ୍ତି । ଅଧିନିୟମ ପ୍ରଣୟନ କରାଯିବା ପରେ ତାଙ୍କ କାର୍ଯ୍ୟକାଳ ଅଧାରୁ ସମାପ୍ତ ହୋଇଛି ।

JUSTICE KANAGARAJU APPOINTED AS STATE ELECTION COMMISSIONER OF ANDHRAPRADESH
ଜଷ୍ଟିସ କନଗରାଜ ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତ

ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ମାଡ୍ରାସ ହାଇକୋର୍ଟର ପୂର୍ବତନ ଜଷ୍ଟିସ କନଗରାଜଙ୍କୁ ନୂତନ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହା ସହ ଜଷ୍ଟିସ କନଗରାଜ ଆଜି ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.