ETV Bharat / bharat

ଇଣ୍ଟରନେଟ ବନ୍ଦ ପାଇଁ ସାମ୍ବାଦିକଙ୍କ ଆନ୍ଦୋଳନ - ଇଣ୍ଟରନେଟ ବନ୍ଦ ପାଇଁ ସାମ୍ବାଦିକଙ୍କ ଆନ୍ଦୋଳନ

ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ ବନ୍ଦକୁ ବିରୋଧ କରି କାଶ୍ମୀର ସାମ୍ବାଦିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ହାତରେ 100 ଡେଜ, ନୋ ଇଣ୍ଟରନେଟ ଲେଖାଥିବା ଲ୍ୟାପଟପ ଧରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ। ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଫଟୋ
author img

By

Published : Nov 12, 2019, 8:36 PM IST

ଶ୍ରୀନଗର: ଧାରା 370 ଉଚ୍ଛେଦ ସମୟରେ କାଶ୍ମୀରରେ ପାଖାପାଖି 100 ଦିନ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିଥିଲା। ଏହାକୁ ବିରୋଧ କରି ଆଜି କାଶ୍ମୀର ସାମ୍ବାଦିକ ସଂଘ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଲ୍ୟାପଟପ ପଛପଟେ 100 ଡେଜ, ନୋ ଇଣ୍ଟରନେଟ ଲେଖି ଆନ୍ଦୋଳନକୁ ଓହ୍ଲାଇଥିଲେ ସାମ୍ବାଦିକ।

ଏନେଇ ସାମ୍ବାଦିକ ମାଜିଦ ମକବୁଲ କହିଛନ୍ତି କି, ଏହି ସମୟ ସବୁଠାରୁ କଷ୍ଟକର ଓ ଦୁଃଖଦ ସମୟ ରହିଥିଲା । ଯାହାକୁ ବର୍ତ୍ତମାନ ମଧ୍ୟ ସାମ୍ନା କରୁଛନ୍ତି କାଶ୍ମୀର ସାମ୍ବାଦିକ । ଏହା ନିଶ୍ଚିତ ଭାବେ ଲଜ୍ଜାଜନକ ପରିସ୍ଥିତି । ଯୁଦ୍ଧକାଳୀନ ସମୟରେ ଏଭଳି ପରିସ୍ଥିତି ମଧ୍ୟ ହୋଇନଥାଏ ବୋଲି ସେ କହିଥିଲେ।

ସେହିଭଳି ଅନ୍ୟ ଜଣେ ସାମ୍ବାଦିକ ଆକାଶ ହାସନ କହିଥିଲେ କି, ଆମେ କୌଣସି ପ୍ରକାର ଅନାବଶ୍ୟକ ପ୍ରଶ୍ନ ପଚାରି ନାହୁଁ । ଇଣ୍ଟରନେଟ ଆମର ମୌଳିକ ଅଧିକାର ଓ ଏହାକୁ ନେଇ ଆମେ ପ୍ରଶ୍ନ କରିଛୁ ବୋଲି ସେ କହିଥିଲେ। କାଶ୍ମୀରରୁ 370 ଧାରା ଉଚ୍ଛେଦ ହେବା ପରେ ସମଗ୍ର ଜମ୍ମୁ କାଶ୍ମୀରରେ ଇଣ୍ଟରନେଟକୁ ବନ୍ଦ କରାଯାଇଥିଲା। ଫଳରେ ସାମ୍ବାଦିକଙ୍କ ପାଇଁ ବିଭିନ୍ନ ସ୍ଥାନରେ ଖବର ପ୍ରସାରଣ ପାଇଁ ମିଡ଼ିଆ ସେଣ୍ଟର ସ୍ଥାପନ କରାଯାଇଥିଲା । ମାତ୍ର ସାମ୍ବାଦିକ ଖବର ସରବରାହ ଓ ରିପୋର୍ଟିଂ ପାଇଁ ହାଇସ୍ପିଡ଼ ଇଣ୍ଟରନେଟ ଦାବି କରିଛନ୍ତି।

Intro:Body:

national issue

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.