ETV Bharat / bharat

କୋରୋନାରେ ଆଗ୍ରାର ଜଣେ ସାମ୍ବାଦିକ ମୃତ - କୋରୋନା

ଉତ୍ତରପ୍ରଦେଶ ଆଗ୍ରାରେ ଜଣେ ସାମ୍ବାଦିକଙ୍କ କୋରୋନା କାରଣରୁ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ଆଗ୍ରା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଭୁ ଏନ ସିଂ କହିଛନ୍ତି।

_journalist dead
ଉତ୍ତରପ୍ରଦେଶ ଆଗ୍ରାରେ ଜଣେ ସାମ୍ବାଦିକଙ୍କ କୋରୋନା କାଣରରୁ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ଆଗ୍ରା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଭୁ ଏନ ସିଂ କହିଛନ୍ତି।
author img

By

Published : May 8, 2020, 11:00 AM IST

ଲକ୍ଷ୍ନୌ: କୋରୋନା ନେଲା ସାମ୍ବାଦିକଙ୍କ ଜୀବନ । ଉତ୍ତରପ୍ରଦେଶ ଆଗ୍ରାରେ ଜଣେ ସାମ୍ବାଦିକଙ୍କ କୋରୋନା କାରଣରୁ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ଆଗ୍ରା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଭୁ ଏନ ସିଂ।

ତେବେ ସିଂହ କହିଛନ୍ତି, ସାମ୍ବାଦିକ ଜଣଙ୍କ କୋରୋନା ଆକ୍ରାନ୍ତ ଜଣାପଡିବା ପରେ ସେ ଏସଏନ ମେଡିକାଲର ଆଇସୋଲେସନ ୱାର୍ଡରେ ରହିଥିଲେ । ସେଠାରେ ତାଙ୍କର ଚିକିତ୍ସା କରାଯାଉଥିଲା । ମାତ୍ର ଗତ ବୁଧବାର ସେ ଭେଣ୍ଟିଲେଟରରେ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି ।

ପ୍ରକାଶ ଥାଉକି, ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 56,342ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 37916 ଜଣ ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 16539 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ବର୍ତ୍ତମାନ ସୁଦ୍ଧା ଦେଶରେ 1,886 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.