ETV Bharat / bharat

JNU ନିର୍ବାଚନ ଫଳାଫଳ: ବାଜି ମାରି ନେଲା ବାମ ଦଳ - JNU ଛାତ୍ରସଂଘ ନିର୍ବାଚନରେ ବାମ ଦଳ ବିଜୟୀ

ଜବାହାରଲାଲ ନେହେରୁ ବିଶ୍ଵବିଦ୍ୟାଳୟର ଛାତ୍ରସଂସଦ (JNUSU) ନିର୍ବାଚନ ଫଳାଫଳ ମଙ୍ଗଳବାର ଘୋଷିତ ହୋଇଛି । ସେଣ୍ଟ୍ରାଲ ପ୍ୟାନେଲର ସମସ୍ତ ଚାରି ଗୋଟି ସିଟ୍‌କୁ ବାମ ଦଳ କବଜ୍ଜା କରିନେଇଛି ।

ଫାଇଲ ଫଟୋ
author img

By

Published : Sep 17, 2019, 10:22 PM IST

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ଵବିଦ୍ୟାଳୟର ଛାତ୍ରସଂସଦ (JNUSU) ନିର୍ବାଚନ ଫଳାଫଳ ମଙ୍ଗଳବାର ଘୋଷିତ ହୋଇଛି । ସେଣ୍ଟ୍ରାଲ ପ୍ୟାନେଲର ସମସ୍ତ ଚାରି ଗୋଟି ସିଟ୍‌ରେ ବାମ ଦଳ କବଜ୍ଜା କରିନେଇଛି । ଷ୍ଟୁଡେଣ୍ଟ ଫେଡରେସନ ଅଫ ଇଣ୍ଡିଆ (ଏସଏଫଆଇ)ର ଆଇସି ଘୋଷ ଜେଏନୟୁ ଛାତ୍ରସଂସଦ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ।

ବାମ ଦଳ ଏଆଇଏସଏ, ଏସଏଫଆଇ, ଏଆଇଏସଏଫ, ଡିଏସଏଫ୍ ମିଳିତ ଭାବରେ ନିର୍ବାଚନ ଲଢୁଥିଲେ । ଏହାସହ ସମସ୍ତ ଚାରୋଟି ଆସନରେ ବିଜୟୀ ହୋଇଛନ୍ତି । ସାକେତ ମୁନ ଭାଇସ୍ ପ୍ରେସିଡେଣ୍ଟ, ସାଧାରଣ ସମ୍ପାଦକ ପଦରେ ସତୀଶ ଯାଦବ ବାଜି ମାରିଛନ୍ତି ଯୁଗ୍ମ ସମ୍ପାଦକ ପଦରେ ମହମ୍ମଦ ଦାନୀଶ ବାଜି ମାରିଛନ୍ତି ।

ଅଧ୍ୟକ୍ଷ ପାଇଁ ଲଢିଥିବା ଆଇସି ଘୋଷଙ୍କୁ ୨,୩୧୩ ଭୋଟ ମିଳିଥିଲା । ସେହିପିରି ଏହି ପଦ ପାଇଁ ଏବିଭିପିରୁ ମନୀଷ ଜାଙ୍ଗିଦଙ୍କୁ ୧,୧୨୮ ଭୋଟ ମିଳିଥିଲା । ଭାଇସ୍ ପ୍ରେସିଡେଣ୍ଟ ପଦରେ ସାକେତ ମୁନଙ୍କୁ 3365 ଭୋଟ ମିଳିଥିବା ବେଳେ ଏବିଭିପିର ଶ୍ରୁତି ଅଗ୍ନିହୋତ୍ରୀଙ୍କୁ ୧,୩୩୫ ଭୋଟ ମିଳିଛି ।

ସାଧାରଣ ସମ୍ପାଦକ ପଦ ପାଇଁ ସତୀଶ ଯାଦବଙ୍କୁ ୨୫୧୮ ଭୋଟ ମିଳିଥିବା ବେଳେ ଏବିଭିପିର ସବରୀଶଙ୍କୁ ୧୩୫୫ ଭୋଟ ମିଳିଛି । ଯୁଗ୍ମ ସମ୍ପାଦକ ପଦରେ ମହମ୍ମଦ ଦାନିଶଙ୍କୁ 3295 ଭୋଟ ମିଳିଥିବା ବେଳେ ଏବିଭିପିର ସୁମାନ୍ତା ସାହୁଙ୍କୁ 1508 ଭୋଟ ମିଳିଥିଲା । ଚଳିତ ବର୍ଷ ଜେଏନୟୁରେ ମୋଟ 67.9% ମତଦାନ ହୋଇଛି ଓ ମୋଟ 5728 ମତଦାନ କରାଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.