ETV Bharat / bharat

ଜେଏନୟୁ ହିଂସା: ଆଜି କ୍ୟାମ୍ପସରେ ଛାତ୍ର ଓ ଶିକ୍ଷକ ସଂଘର ରାଲି - JNU Violence

ଜେଏନୟୁର ଛାତ୍ର ସମେତ ଶିକ୍ଷକ ସଂଘ ରାଲି କରିବେ । ଦିଲ୍ଲୀର ମଣ୍ଡି ହାଉସରୁ ବାହାରିବ ରାଲି ।

Campus students and teachers union march today
କ୍ୟାମ୍ପସରେ ଛାତ୍ର ଓ ଶିକ୍ଷକ ସଂଘର ରାଲି
author img

By

Published : Jan 9, 2020, 9:55 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଜାନୁଆରୀ 5ରେ ଛାତ୍ରଙ୍କ ଉପରେ ଆକ୍ରମଣକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଆଜି(ଗୁରୁବାର) ଜେଏନୟୁର ଛାତ୍ର ସମେତ ଶିକ୍ଷକ ସଂଘ ରାଲି କରିବେ । ଦିଲ୍ଲୀର ମଣ୍ଡି ହାଉସରୁ ଏହି ରାଲି ବାହାରିବ । କ୍ୟାମ୍ପସରେ ଛାତ୍ରଙ୍କ ଫିସ୍ ବୃଦ୍ଧିକୁ ନେଇ ଆନ୍ଦୋଳନ ଜାରି ରହିଥିଲା । ବର୍ତ୍ତମାନ କୁଳପତି ଏମ୍ ଜଗଦୀଶଙ୍କ ବହିସ୍କାର ମଧ୍ୟ ଦାବି କରିଛନ୍ତି ଛାତ୍ର ।

ଏହାପୂର୍ବରୁ ଜେଏନୟୁ ଛାତ୍ରଛାତ୍ରୀ ଚନ୍ଦ୍ରଭାଗ ହଷ୍ଟେଲରୁ ଜେଏନୟୁ ଗେଟ୍ ଯାଏଁ ମହିଳା ରାଲି ବାହାରିଥିଲା । ମହିଳାଙ୍କୁ ସାହସ ଦେବା ପାଇଁ ଏହି ରାଲି କରାଯାଇଥିଲା । ରବିବାର ମୁଖାପିନ୍ଧା ଛାତ୍ର ମହିଳା ହଷ୍ଟେଲର ପଶି ମଧ୍ୟ ଆକ୍ରମଣ କରିଥିଲେ । ତେବେ ଏହି ସମୟରେ ବର୍ଷା ହେବାରୁ ରାଲି ଅଧାରେ ରହିଯାଇଥିଲା ।

ଅନ୍ୟପକ୍ଷେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ମଧ୍ୟ ଜେଏନୟୁ ପ୍ରଶାସନଙ୍କ ସହ ଆଲୋଚନା କରିଥିଲେ । ସରକାରୀ ସୂତ୍ର ଅନୁସାରେ, ମୁଖାପିନ୍ଧାଙ୍କ ବିରୋଧରେ ପ୍ରମାଣ ମିଳିଥିବା ବେଳେ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.