ETV Bharat / bharat

ଜେଏନୟୁ କୁଳପତିଙ୍କୁ ଆକ୍ରମଣ ଅଭିଯୋଗ

ଜେଏନୟୁ କୁଳପତିଙ୍କୁ ଆକ୍ରମଣ । ଅଭିଯୋଗ ଆଣିଲେ କୁଳପତି ଏମ ଜଗଦୀଶ କୁମାର। ଆଗକୁ ପଢନ୍ତୁ...

JNU Vice Chancellor
ଜେଏନୟୁ କୂଳପତିଙ୍କୁ ଆକ୍ରମଣ ଅଭିଯୋଗ
author img

By

Published : Dec 15, 2019, 3:41 AM IST

Updated : Dec 15, 2019, 8:28 AM IST

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ର କୁଳପତିଙ୍କୁ ଆକ୍ରମଣ । କିଛି ଛାତ୍ର ତାଙ୍କୁ ଟଣାଓଟର କରିବା ସହ ହଇରାଣ କରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କଗାଡି ଉପରେ ଆକ୍ରମଣର ଅଭିଯୋଗ ଆଣିଛନ୍ତି କୁଳପତି ଏମ ଜଗଦୀଶ କୁମାର ।

ଆଜି ଆର୍ଟସ ଆଣ୍ଡ ଅରାସ୍ଥେଟିକ ଆଡମିନଷ୍ଟ୍ରେସନ ବ୍ଲକକୁ ଯାଇଥିଲେ ଜଗଦୀଶ । ସେଠାରୁ ପରୀକ୍ଷା କେନ୍ଦ୍ର ଯାଞ୍ଚ ସାରି ସେ ଫେରୁଥିଲେ । ପ୍ରାୟ 15ରୁ 20 ଜଣ ଛାତ୍ର ମୋତେ ଘେରିଯାଇଥିଲେ। ଶାରିରୀକ ଭାବେ ଆକ୍ରମଣ କରିବାକୁ ପ୍ରୟାସ ସହ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି, ସୌଭାଗ୍ୟବଶତଃ କିଛି ସୁରକ୍ଷାକର୍ମୀ ମୋତେ ଉଦ୍ଧାର କରିଥିଲେ । ଏହାପରେ ସେହି ଛାତ୍ରମାନେ ମୋ କାରର ଚାବି ଛଡାଇ ନେଇ ଆକ୍ରମଣ କରିଥିଲେ । ଘଟଣାସ୍ଥଳରୁ ସେ ଚାଲିଯିବା ପରେ ମଧ୍ୟ ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଭଙ୍ଗାରୁଜା କରାଯାଇଛି । ସେଠାରେ କ୍ୟାମେରା ଲାଗିଥିବାରୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ପୂର୍ବରୁ ଫି’ବୃଦ୍ଧିକୁ ନେଇ ଜେଏନୟୁରେ ବିବାଦୀୟ ସ୍ଥିତି ଲାଗିରହିଛି ।

Intro:Body:

fgffff

Conclusion:
Last Updated : Dec 15, 2019, 8:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.