ETV Bharat / bharat

କୋରୋନା ସୁସ୍ଥହୋଇ ଝାଡଖଣ୍ଡର ମନ୍ତ୍ରୀ ଦାନକଲେ ପ୍ଲାଜମା

author img

By

Published : Aug 30, 2020, 8:55 PM IST

କୋରୋନା ନେଗେଟିଭ ହେବା ପରେ ଝାଡଖଣ୍ଡ ସରକାରଙ୍କ ମନ୍ତ୍ରୀ ଦାନକଲେ ପ୍ଲାଜମା । ପ୍ଲାଜମା ଦାନକୁ ଅଧିକ ଉତ୍ସାହିତ କରିବା ପାଇଁ ନିଜେ ଦାନ କରିଛନ୍ତି । ମନ୍ତ୍ରୀଙ୍କ ଏ ଭଳି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ସୁସ୍ଥହୋଇ ଝାଡଖଣ୍ଡ ସରକାରଙ୍କ ମନ୍ତ୍ରୀ ଦାନକଲେ ପ୍ଲାଜମା

ରାଞ୍ଚି: କୋରୋନା ପଜିଟିଭିରୁ ନେଗେଟିଭ ହେବାପରେ ମନ୍ତ୍ରୀ ଦାନକଲେ ପ୍ଲାଜମା । ଝାଡଖଣ୍ଡ ସରକାରର ମନ୍ତ୍ରୀ ମିଥିଳେଶ କୁମାର ଠାକୁର ପ୍ଲାଜମା ଦାନକୁ ଅଧିକ ଉତ୍ସାହିତ କରିବା ପାଇଁ ନିଜେ ଦାନ କରିଛନ୍ତି । ସେ ଗତ ମାସରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ସାରା ପୃଥିବୀରେ ମହାମାରୀ କୋରୋନା ପ୍ରଭାବ ବିସ୍ତାର କରିଚାଲିଥିବାବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଲାଗିରହିଛି । ବର୍ତ୍ତମାନ ବିଭିନ୍ନ ସ୍ତରରେ କୋରୋନା ରୋଗ ପାଇଁ ଟିକା ପ୍ରସ୍ତୁତ ଚାଲିଛି । କୋରୋନାକୁ ରୋକିବା ପାଇଁ ଏକ ମାତ୍ର ଉପାୟ ହେଉଛି ପ୍ଲାଜମା ଦାନ କରିବା । ଝାଡଖଣ୍ଡ ସରକାରରର ପାନୀୟ ଜଳ ଓ ସ୍ବଚ୍ଛତା ମନ୍ତ୍ରୀ ମିଥିଳେଶ କୁମାର ଠାକୁର ଗତ ମାସରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କୋରୋନାରୁ ଚିକିତ୍ସିତ ହୋଇ ସୁସ୍ଥ ହେଲାପରେ ପ୍ଲଜମା ଦାନ କରିଛନ୍ତି ।

ସେ ରାଞ୍ଚିସ୍ଥିତ ରିମସ ହସପିଟାଲରେ ପ୍ଲାଜମା ଦାନ କରିଛନ୍ତି । ଏହା ପରେ କହିଛନ୍ତି ମୁଁ ନିଜେ ପ୍ଲାଜମା ଦାନ କରିଛି । କୋରୋନାକୁ ହରାଇଥିବା ଅନ୍ୟମାନଙ୍କୁ ମଧ୍ୟ ପ୍ଲାଜମା ଦାନ କରିବା ପାଇଁ ନିବେଦନ କରିଛନ୍ତି । ଏହା ଦ୍ବାରା ଅନ୍ୟର ଜୀବନ ରକ୍ଷା କରାଯାଇ ବୋଲି କହିଛନ୍ତି । ମନ୍ତ୍ରୀଙ୍କ ଏ ଭଳି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.