ETV Bharat / bharat

ଝାଡଖଣ୍ଡ ବିଜେପିରେ ମିଶିଲେ 6 ବିରୋଧୀ ବିଧାୟକ

ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଶକ୍ତି ଗୋଟାଉଛି ରାଜ୍ୟରେ କ୍ଷମତାସୀନ ଥିବା ଶାସକ ବିଜେପି। ଏହିକ୍ରମରେ 6 ଜଣ ବିରୋଧୀ ବିଧାୟକ ଶାସକ ଦଳରେ ସାମିଲ ହୋଇଛନ୍ତି। ବିଜେପିରେ ସାମିଲ ହୋଇଥିବା ବିଧାୟକଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ।

author img

By

Published : Oct 23, 2019, 1:01 PM IST

ଫଟୋ ସୌଜନ୍ୟ: ଏଏନଆଇ

ରାଞ୍ଚି: ପଡୋଶୀ ଝାଡଖଣ୍ଡରେ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବାବେଳେ ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି ନିଜକୁ ଆହୁରି ଶକ୍ତିଶାଳୀ କରିବାରେ ଲାଗିଛି । ଏହିକ୍ରମରେ ବୁଧବାର 6ଜଣ ବିରୋଧୀ ବିଧାୟକ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ବିରୋଧୀ ବିଧାୟକଙ୍କ ଯୋଗଦାନ ଦଳକୁ ଆହୁରି ମଜବୁତ କରିବ ବୋଲି ଝାଡଖଣ୍ଡ ରାଜ୍ୟ ବିଜେପି ଶାଖା ପକ୍ଷରୁ କୁହାଯାଇଛି ।

ବିଜେପିରେ ସାମିଲ ହୋଇଥିବା ବିଧାୟକ ହେଉଛନ୍ତି କୁନାଲ ଷଡଙ୍ଗୀ(ଜେଏମଏମ), ଜେପି ଭାଇ ପଟେଲ (ଜେଏମଏମ), ଚମରା ଲିନଡା (ଜେଏମଏମ), ସୁକଦେବ ଭଗତ(କଂଗ୍ରେସ), ମନୋଜ ଯାଦବ( କଂଗ୍ରେସ), ଓ ଭାନୁ ପ୍ରତାପ ସାହି( ଏନଜେଏସଏମ) ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.