ETV Bharat / bharat

‘ଜୟ ଶ୍ରୀରାମ’ ନାଁରେ ଲୋକେ ମାଡ ଖାଉଛନ୍ତି: ଅମର୍ତ୍ତ୍ୟ ସେନ - jay shree ram

ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ସ୍ଲୋଗାନକୁ ନେଇ ଦେଖାଦେଇଛି ରାଜନୈତିକ ହିଂସା । କିନ୍ତୁ ଏହାକୁ ନେଇ ମତ ରଖିଛନ୍ତି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ । ସେ କହିଛନ୍ତି କି ପଶ୍ଚିମବଙ୍ଗର ସଂସ୍କୃତି ସହ ଏହାର କୌଣସି ସମ୍ବନ୍ଧ ନାହିଁ । କେବଳ ଲୋକଙ୍କୁ ବାଡେଇବା ପାଇଁ ଏପରି କରାଯାଉଛି ।

ଫାଇଲ ଫଟୋ
author img

By

Published : Jul 6, 2019, 5:20 PM IST

ନୂଆଦିଲ୍ଲୀ: ଜୟ ଶ୍ରୀରାମ ନାରାକୁ ନେଇ ପଶ୍ଚିମବଙ୍ଗରେ ଥମୁନି ବିବାଦ । ତେବେ ବଙ୍ଗଳା ସଂସ୍କୃତି ସହ ଜୟ ଶ୍ରୀରାମ ନାରାର କୌଣସି ସମ୍ବନ୍ଧ ନାହିଁ ବୋଲି କହିଛନ୍ତି ଅର୍ଥନୈତିଜ୍ଞ ଅମର୍ତ୍ତ୍ୟ ସେନ । କେବଳ ଲୋକଙ୍କୁ ବାଡେଇବା ପାଇଁ ଏହି ସ୍ଲୋଗାନର ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି ।

କୋଲକାତା ଯାଦପୁର ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ଏକ ସଭାରେ ଏହି ପ୍ରତିକ୍ରିୟା ରଖିଛନ୍ତି ଅମର୍ତ୍ତ୍ୟ ସେନ । ପୂର୍ବରୁ ପଶ୍ଚିମବଙ୍ଗରେ ରାମନବମୀ ଅତି ଆଡମ୍ବରରେ ପାଳନ ହେଉଥିବା କେବେ ଶୁଣିନଥିଲି । ହେଲେ ବର୍ତ୍ତମାନ ଧୁମଧାମରେ ରାମନବମୀ ପାଳନ ହେଉଥିବା ଦେଖିବାକୁ ମିଳିଛି ।

ମୋ 4 ବର୍ଷର ନାତି କେଉଁ ଭଗବାନଙ୍କୁ ଅଧିକ ଭକ୍ତି କରେ ପଚାରିଲେ ସେ ଉତ୍ତରରେ ମା ଦୁର୍ଗା ବୋଲି କହିଥାଏ । ରାମନବମୀର ତୁଳନା ମା ଦୁର୍ଗାଙ୍କ ସହ କେବେ କରି ହେବନାହିଁ । ନିକଟରେ ଜୟ ଶ୍ରୀରାମ ନାରାକୁ ନେଇ ହେଉଥିବା ରାଜନୈତିକ ସଂଘର୍ଷକୁ ନେଇ ପ୍ରତିକ୍ରିୟା ରଖିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.