ETV Bharat / bharat

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 4 ଆତଙ୍କବାଦୀ - Militant

ଭାରତ-ପାକ ସୀମାରେ ଲାଗିରହିଛି ଅଶାନ୍ତ । ଉଭୟ ପକ୍ଷରୁ ଜାରି ରହିଛି ଗୁଳିବିନିମୟ । ସୁରକ୍ଷାକର୍ମୀ ଆତଙ୍କୀଙ୍କୁ କଡା ଜବାବ ଦେଇଆସୁଛନ୍ତି ।

ଫଟେ ସୌଜନ୍ୟ: ଏଏନଆଇ
author img

By

Published : Jun 23, 2019, 8:56 AM IST

Updated : Jun 23, 2019, 10:16 AM IST

ଜମ୍ମୁ: ରବିବାର ଜମ୍ମୁ-କାଶ୍ମୀର ସୋପିଆନ ଜିଲ୍ଲାରେ 4 ଆତଙ୍କବାଦୀ ନିହତ । ଭାରତ-ପାକ ସୀମାରେ ଅଶାନ୍ତ ହୋଇପଡିଥିବା ବେଳେ ଉଭୟ ପକ୍ଷରୁ ଗୁଳିବର୍ଷଣ ଜାରି ରହିଥିଲା । ତେବେ ସରୁକ୍ଷାକର୍ମୀଙ୍କ ଗୁଳିରେ 4 ଆତଙ୍କବାଦୀ ସଫା ହୋଇଛନ୍ତି । ଦକ୍ଷିଣ କାଶ୍ମୀରର ଦରମଦୋରା ଅଞ୍ଚଳ କିଗମରେ ସୁରକ୍ଷାବଳ ଆତଙ୍କୀଙ୍କୁ ଘେରାବନ୍ଦୀ କରିଥିବାବେଳେ ଅପରେସନ ଜାରି ରହିଛି ।

ସେପଟେ ଭୋର ସମୟରେ ଉଭୟ ପକ୍ଷରୁ ଶାନ୍ତ ହୋଇପଡିଥିବା ବେଳେ ପୁଣି ଆରମ୍ଭ ହୋଇଥିଲା ଗୁଳିବିନିମୟ । ଗତକାଲି ବାରମୂଳା ଜିଲ୍ଲାରେ ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ 2ଜଣ ଯବାନ ସହିଦ ହୋଇଥିଲା । ବାଲାକୋଟ ଏୟାର ଷ୍ଟ୍ରାଇକ ପର ଠାରୁ ପାକିସ୍ତାନ ଲଗାତାର ଆକ୍ରମଣ କରିବାରେ ଲାଗିଛି । ଆଉ ପାକର ଏଭଳି କାର୍ଯ୍ୟକୁ ମୁହଁତୋଡ ଜବାବ ଦେଉଛି ଭାରତ ସେନା ।

Intro:Body:Conclusion:
Last Updated : Jun 23, 2019, 10:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.