ETV Bharat / bharat

ସୁଧୁରୁନି ପାକିସ୍ତାନ, ସୀମାବର୍ତ୍ତୀ ଗାଁକୁ କରୁଛି ଟାର୍ଗେଟ

author img

By

Published : Oct 3, 2019, 10:40 AM IST

ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲଘଂନ କରୁଛି ପାକିସ୍ତାନ । ସୀମାବର୍ତ୍ତୀ ଗାଁକୁ ଟାର୍ଗେଟ କରି ଚଲାଉଛି ଗୁଳି। ଭୟଭୀତ ସୀମାନ୍ତବର୍ତ୍ତୀ ଲୋକେ।

ଡିଜାଇନ ଫଟୋ

ଶ୍ରୀନଗର: ସୁଧୁରୁନି ପାକିସ୍ତାନ । ସୀମାରେ ବାରମ୍ବାର କରିଚାଲିଛି ଅସ୍ତ୍ରବିରତି ଉଲଘଂନ । ସୀମାବର୍ତ୍ତୀ ଗାଁକୁ ଟାର୍ଗେଟ କରି ଚଲାଉଛି ଗୁଳି । କାଠୁଆ ଜିଲ୍ଲା ହିରାନଗର ସେକ୍ଟରରେ ଥିବା ଲୋକେ ଏଥିଲାଗି ବିଭିନ୍ନ ସମସ୍ୟାରେ ପଡୁଛନ୍ତି।

ଗାଁ ଲୋକେ ନା ଠିକ୍‌ରେ ଖାଇପାରୁଛନ୍ତି ନା ଶୋଇପାରୁଛନ୍ତି । ନା ଶାନ୍ତିରେ ଟିକେ ନିଶ୍ବାସ ନେଇପାରୁଛନ୍ତି । ଏହା ସହ ଭୟରେ ମଧ୍ୟ ରହୁଛନ୍ତି।ଏପଟେ ଏହାରି ଭିତରେ ସ୍ଥାନୀୟ ପ୍ରଶାସନ କିଛି ସାହାଯ୍ୟ କରୁନଥିବା ଅଭିଯୋଗ ଆଣିଛନ୍ତି ହିରାନଗର ଅଧିବାସୀ। ସ୍ଥିତି ଏପରି ହୋଇଛି ଯେ, ପାକିସ୍ତାନ ପଟୁ ଆସୁଥିବା ଗୁଳି ଘର କାନ୍ଥରେ ବାଜିଥିବା ଦେଖିବାକୁ ମିଳୁଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.