ETV Bharat / bharat

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଡାଲହ୍ରଦ ନିକଟସ୍ଥ 16 ଭ୍ୟୁ ପଏଣ୍ଟ - srinagar

ଜାମ୍ମୁ-କାଶ୍ମୀର ଡାଲ ହ୍ରଦ ନିକଟରେ ନିର୍ମାଣ ହେବ ଆଉ 16ଟି ଭ୍ୟୁ ପଏଣ୍ଟ । ପର୍ଯ୍ୟଟକଙ୍କ ଅଧିକ ପରିମାଣରେ ଆକୃଷ୍ଟ କରିବା ଏହାର ମୂଳ ଲକ୍ଷ୍ୟ ।

ଡିଜାଇନ ଫଟୋ
author img

By

Published : May 9, 2019, 11:01 AM IST

ଶ୍ରୀନଗର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଜାମ୍ମୁ-କାଶ୍ମୀରର ଡାଲ ହ୍ରଦ ନିକଟରେ ନିର୍ମାଣ ହେବ ଆଉ 16ଟି ଭ୍ୟୁ ପଏଣ୍ଟ । ଏନେଇ ସୂଚନା ଦେଇଛନ୍ତି କାଶ୍ମୀର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଏନ ଏ ୱାନି । ପର୍ଯ୍ୟଟକଙ୍କୁ ଅକୃଷ୍ଟ କରିବା ଲାଗି ଶୀଘ୍ର ଆଧୁନିକ ଓ ପୌରାଣିକ ଢାଞ୍ଚାରେ ନୂଆ ଘାଟ ତିଆରି ହେବା ନେଇ ଜଣାପଡିଛି ।

ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ଓ ଡାଲ ହ୍ରଦ ନିକଟରେ ଥିବା ପ୍ରସିଦ୍ଧ ଚାର ଚିନାରି ଦ୍ବୀପର ପୁନଃଉଦ୍ଧାର କରିବା ନେଇ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି । ଏହାସହ ଚାର ଚିନାରି ଦ୍ବୀପ ନିକଟରେ ବୃକ୍ଷରୋପଣ ନେଇ ମଧ୍ୟ ଲକ୍ଷ ରଖାଯାଇଛି । କିପରି ଅଧିକରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି ।

ଡାଲ ହ୍ରଦ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହୋଇଥିବାବେଳେ ଏଠାରେ ଅନେକ ବଲିଉଡ ଫିଲ୍ମ ମଧ୍ୟ ସୁଟିଂ ହୋଇଛି । ନିଜ ସଂସ୍କୃତି ଓ ପରମ୍ପରା ପାଇଁ ସାରା ଦେଶରେ ପ୍ରସିଦ୍ଧ କାଶ୍ମୀରକୁ କାହିଁ କେତେ ବର୍ଷରୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ ।

ଅନ୍ଧାର ରେ ରାଜଧାନୀ ବାସି, 3 ଦିନ ରେ ବି ଆସିନି ବିଜୁଳି।

ସବୁବେଳେ ଝଲମଲ ହୋଇ ଝଲସୁ ଥିବା ରାଜଧାନୀ ଏବେ ସମ୍ପୁର୍ଣ୍ଣ ଅନ୍ଧକାରରେ। ନା ଜଳୁଛି ରାସ୍ତା ର ଷ୍ଟ୍ରିଟ ଲାଇଟ ନା ଜଳୁଛି ଘର ର କୌଣସି ବଲ । ସମ୍ପୂର୍ଣ୍ଣ ଅନ୍ଧାକର ଭିତରେ ସ୍ମାର୍ଟ ସିଟି ଭୁବନେଶ୍ୱର। ପ୍ରଳୟଙ୍କରୀ ବାତ୍ୟା ଫେନି ଯିବା ପରେ ସାରା ସହର ର ବିଜୁଳି ଅବସ୍ଥା ପୁରା ଠପ ହୋଇ ପଡିଛି। କୋଉଠି କା ଭା ବଡ଼ ବଡ଼ କୋଠା ରେ ବିଜୁଳି ର ଛୋଟ ଛୋଟ ବଲ ରୁ ଆଲୁଅ ଟିକିଏ ଦେଖିବା କୁ ମିଳୁଛି। ତେବେ ଦେଖିବାର ରହିଲା ସ୍ମାର୍ଟ ସିଟି ର ଲୋକେ ବିଜୁଳି କୁ ଦେଖିବା ପାଇବେ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.