ETV Bharat / bharat

ବାରମୁଲ୍ଲାରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି - କାର୍ଡନ ଏବଂ ସର୍ଚ୍ଚ ଅପରେସନ

ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଗୁରୁବାର ସକାଳେ ଉତ୍ତର କାଶ୍ମୀର ବାରମୁଲ୍ଲା ଜିଲ୍ଲାର ସୋପୋରର ଗୁଣ୍ଡ ବ୍ରାଥ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଏକ କାର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ବାରମୁଲ୍ଲା ଜିଲ୍ଲାରେ କାର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କଲେ ସୁରକ୍ଷାକର୍ମୀ

author img

By

Published : Oct 15, 2020, 12:03 PM IST

ଶ୍ରୀନଗର: କାର୍ଡନ ଏବଂ ସର୍ଚ୍ଚ ଅପରେସନ (ସିଏଏସଏ) ଆରମ୍ଭ କଲେ ସୁରକ୍ଷାକର୍ମୀ । ଗୁରୁବାର ସକାଳେ ଉତ୍ତର କାଶ୍ମୀର ବାରମୁଲ୍ଲା ଜିଲ୍ଲାର ସୋପୋରର ଗୁଣ୍ଡ ବ୍ରାଥ ଅଞ୍ଚଳରେ ସୁରକ୍ଷାକର୍ମୀ ମାନେ ଏକ କାର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ତେବେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସେନାର 22 ଆରଆର, ଜାମ୍ମୁ କାଶୀର ପୋଲିସର ଏସଓଜି ଏବଂ ସିଆରପିଏଫର ଏକ ମିଳିତ ଟିମ୍ ସୋପୋରର ଗୁଣ୍ଡ ବ୍ରାଥ ଅଞ୍ଚଳକୁ କର୍ଡନ କରି ସେଠାରେ ଥିବା ଘର ଗୁଡିକର ସର୍ଚ୍ଚ କରିଛନ୍ତି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ଅଞ୍ଚଳର ସମସ୍ତ ରାସ୍ତାକୁ ସୁରକ୍ଷା ବାହିନୀ ପକ୍ଷରୁ ସିଲ୍ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.