ETV Bharat / bharat

ସଂସଦ ବାହାରେ ଧାରଣା ଦେବେ ଜାମିଆ ଛାତ୍ର - ଜାମିଆ ଛାତ୍ରଙ୍କ ପ୍ରଦର୍ଶନ

ସୋମବାର ସଂସଦ ବାହାରେ ଧାରଣା ଦେବେ ଜାମିଆ ମିଲିଆ ଛାତ୍ର ସଂଘ । ସିଏଏ, ଏନଆରସି, ଏନପିଆର ବିରୋଧରେ ପ୍ରଦର୍ଶନ କରିବେ ଛାତ୍ର ସଂଘ । ଅଧିକ ପଢନ୍ତୁ...

Jamia student protest
ସଂସଦରେ ବାହାରେ ଧାରଣା ଦେବେ ଜାମିଆ ଛାତ୍ର
author img

By

Published : Feb 10, 2020, 9:09 AM IST

ନୂଆଦିଲ୍ଲୀ: ସିଏଏ, ଏନଆରସି, ଏନପିଆର ବିରୋଧରେ ସୋମବାର ସଂସଦ ଆଗରେ ଧାରଣା ଦେବେ ଜାମିଆ ମିଲିୟା ଛାତ୍ର ସଂଘ । ଜାମିଆ କୋ-ଆଡମିଶନ କମିଟି ପକ୍ଷରୁ ଆଜି (ସୋମବାର) ମଧ୍ୟାହ୍ନ 12ଟାରେ ସଂସଦ ମାର୍ଗରେ ପହଞ୍ଚିବେ ଛାତ୍ର ସଂଘ । ଏହାସହ ଜାମିଆର ଗେଟ ନମ୍ବର 7ରେ 24 ଘଣ୍ଟିଆ ଧାରଣା ଦେବାକୁ ଆହ୍ବାନ କରିଛନ୍ତି ଛାତ୍ର ସଂଘ ।

ସୂଚନାଯୋଗ୍ୟ, ଜାମିଆ ଛାତ୍ର ନାଗରିକତା ଆଇନ ବିରୋଧରେ ଗତ ମାସେ ଧରି ପ୍ରଦର୍ଶନ କରିଆସୁଛନ୍ତି । ନିର୍ବାଚନକୁ ନଜରକୁ ରଖି, ଜାମିଆ କୋର୍ଡିନେଶନ କମିଟି ଜାମିଆ ମିଲିୟା ଇସଲାମିୟାର ଗେଟ ନଂ-7ରେ ଧାରଣା ପ୍ରଦର୍ଶନକୁ ହଟାଇଥିଲେ । ଏପରିକି ଧାରଣା ସମୟରେ ଦୁଇ ଦୁଇ ଧର ଗୁଳି ଚାଳନା ହୋଇଥିଲା ।

ବର୍ତ୍ତମାନ ସୁଦ୍ଧା ଜାମିଆ ଓ ଶାହୀନବାଗରେ 3 ଥର ଗୁଳି ଚାଳନା ହୋଇସାରିଛି । ପ୍ରଥମ ଘଟଣା 30 ଜାନୁଆରୀରେ ଗୋପାଳ ନାମକ ଏକ ବ୍ୟକ୍ତି ସିଏଏ ଓ ଏନଆରସିକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଙ୍କ ଉପରକୁ ଗୁଳି ଫୁଟାଇଥିଲା । ଯେଉଁଥିରେ ଜଣେ ସାମ୍ବାଦିକ ଛାତ୍ର ଆହତ ହୋଇଛନ୍ତି । ଫେବୃୟାରୀ 1ରେ ଶାହୀନ ବାଗ କପିଲ ନାମକ ଏକ ବ୍ୟକ୍ତି ଫାଙ୍କା ଗୁଳି ଚାଳନା କରିଥିଲେ । ଆଉ ତୃତୀୟ ଗୁଳି ଚାଳନା ଜାମିଆ ମିଲିଆରେ ହିଁ ହୋଇଥିଲା ।

Intro:Body:

SDF

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.