ETV Bharat / bharat

ସୋମବାର ଖୋଲିବ ଜାମିଆ ମିଲିୟା ଇସଲାମିୟା, 9ରୁ ପରୀକ୍ଷା ଆରମ୍ଭ - 9ରୁ ପରୀକ୍ଷା ଆରମ୍ଭ

ଜାନୁୟାରୀ 6 ତାରିଖ ସୋମବାରରୁ ଖୋଲିବ ଜାମିଆ ମିଲିୟା ଇସଲାମିୟା ବିଶ୍ୱବିଦ୍ୟାଳୟ। ଅନ୍ୟପଟେ 9 ତାରିଖରୁ ଆରମ୍ଭ ହେବ ପରୀକ୍ଷା। ଆଗକୁ ପଢନ୍ତୁ...

jamia Millia Islamia
ଫାଇଲ ଫଟୋ
author img

By

Published : Jan 4, 2020, 9:07 PM IST

ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ 6 ତାରିଖ ସୋମବାରରୁ ଖୋଲିବ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ। ନାଗରିକତା ସଂଶୋଧନ ଆଇନକୁ ନେଇ ପ୍ରଦର୍ଶନ ଓ ଶୀତ ଛୁଟି ପରେ ସୋମବାର ଖୋଲିବ ବିଶ୍ବବିଦ୍ୟାଳୟ। ଏହା ସହିତ ଚଳିତ ମାସ 9 ତାରିଖରୁ ଆରମ୍ଭ ହେବ ଅଡ- ସେମିଷ୍ଟର ପରୀକ୍ଷା।

ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚଳିତମାସ 16 ତାରିଖରୁ ଆରମ୍ଭ ହେବା ନେଇ ଘୋଷଣା କରାଯାଇଛି। ପରୀକ୍ଷା ଦେବାରୁ ବଞ୍ଚିତ ଥିବା ଛାତ୍ରଛାତ୍ରୀ ଆସି ପରୀକ୍ଷା ଦେଇ ପାରିବେ। ସମସ୍ତ ଅଭିଭାବକଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି ଯେ, ପିଲାଙ୍କୁ ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ଦେବାକୁ ଅନୁମତି ଦିଅନ୍ତୁ। ସେମାନେ ବିଶ୍ବବିଦ୍ୟାଳୟରେ ଉପସ୍ଥିତ ରୁହନ୍ତୁ। ଅନ୍ୟପଟେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୋସିଆଲ ମିଡିଆରେ ହେଉଥିବା ମିଥ୍ୟା ପ୍ରଚାର ଓ ସୂଚନା ଠାରୁ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.