ETV Bharat / bharat

ଜାମିଆ ମିଲିଆ ଇସଲାମିଆ ୟୁନିଭରସିଟିର ପ୍ରଥମ ମହିଳା କୂଳପତି - new delhi

ପ୍ରଥମ ଥର ପାଇଁ ଜାମିଆ ମିଲିଆ ଇସଲାମିଆ ୟୁନିଭରସିଟିର କୂଳପତି ହୋଇଛନ୍ତି ଜଣେ ମହିଳା । ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ହୋଇଛନ୍ତି କୁଳପତି ।

ଫାଇଲ ଫଟୋ
author img

By

Published : Apr 12, 2019, 6:44 AM IST

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଜାମିଆ ମିଲିଆ ଇସଲାମିଆ ୟୁନିଭରସିଟିର କୂଳପତି ହୋଇଛନ୍ତି ଜଣେ ମହିଳା । ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ହୋଇଛନ୍ତି କୁଳପତି । ପ୍ରି ନଜମା ଅଖତରଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ମନ୍ତ୍ରାଳୟ ପାଖକୁ ତିନୋଟି ନା ପରାମର୍ଶ କରାଯାଇଥିଲା । ତା ମଧ୍ୟରୁ ନଜମା ଅଖତରଙ୍କ ନା କୁ ରାଷ୍ଟ୍ରପତି ମନୋନୀତ କରିଛନ୍ତି ।

ଆଜିକାଲି ମହିଳାମାନେ ଶିକ୍ଷା ହେଉ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ପୁରୁଷଙ୍କ ସହ ତାଳ ମିଳାଉଛନ୍ତି । କହିବାକୁ ଗଲେ ପୁରୁଷଙ୍କୁ ମଧ୍ୟ ଖୁବ ପଛରେ ପକାଇ ଆଗକୁ ଗଲେଣି ମହିଳା । ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ନିଜର ପରିଚୟ ତିଆରି କରିଥିବା ନଜମାଙ୍କର ଶିକ୍ଷା କ୍ଷେତ୍ରରେ ବହୁତ ଅନୁଭବ ରହିଛି । ଏଚଆରଡି ମନ୍ତ୍ରାଳୟ ଜାମିୟା କୂଳପତି ପଦ ପାଇଁ ନ୍ୟାସନାଲ ଇଷ୍ଟିଂଚ୍ୟୁଟ ଅଫ ଏଜୁକେସନାଲ ପ୍ଲାନିଙ୍ଗ ଆଣ୍ଡ ଆଡମିନିଷ୍ଟ୍ରେସନର ନଜମା ଅଖତରଙ୍କ ନାମକୁ ମନୋନିତ କରିଥିଲେ ।

Intro:Body:

sfbdgbf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.