ETV Bharat / bharat

ଦିଲ୍ଲୀରେ ସିଏଏ ନିଆଁ: ଜାମିୟାମିଲିୟା ଏବଂ ବିହାର ସାହିନବାଗରେ ମେଟ୍ରୋ ବନ୍ଦ

author img

By

Published : Dec 20, 2019, 9:35 AM IST

ଜାମିୟାମିଲିୟା ଏବଂ ବିହାର ସାହିନବାଗରେ ଏବେ ବି ମେଟ୍ରୋ ସେବା ଠପ୍ ହୋଇପଡିଛି। ଦିଲ୍ଲୀରେ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଯୋଗୁଁ ପ୍ରଭାବିତ ହୋଇଛି ମେଟ୍ରୋ ରେଳସେବା। ଆଗକୁ ପଢନ୍ତୁ...

Jamia Millia Islamia
ଜାମିଆ ମିଲିଆ ଏବଂ ବିହାର ସାହିନ ବାଗରେ ଏବେ ବି ଠପ ମେଟ୍ରୋ

ନୂଆଦିଲ୍ଲୀ: ରାଜଧାନୀରେ ଥମୁନି ସଂଶୋଧିତ ନାଗରିକତା ଆଇନ ତାତି। ଗତକାଲି ପରି ଆଜି ମଧ୍ୟ ଦିଲ୍ଲୀର ସ୍ଥିତି ରହିଛି। ପରିସ୍ଥିତିରେ କୌଣସି ସୁଧାର ଦେଖାଯାଇନାହିଁ। ଦିଲ୍ଲୀର କିଛି ମେଟ୍ରୋ ଷ୍ଟେସନର ସମସ୍ତ ଏଣ୍ଟ୍ରି ଓ ଏଜିଟଟ ଗେଟ ପୁଣିଥରେ ବନ୍ଦ କରାଯାଇଛି। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦିଲ୍ଲୀରେ ଆନ୍ଦୋଳନ ଚାଲିଥିବାରୁ ଏସବୁକୁ ବନ୍ଦ ରଖାଯାଇଥିଲା।

ଗତକାଲିର ଆନ୍ଦୋଳନ ପରେ ସମସ୍ତ ଷ୍ଟେସନ ବନ୍ଦ କରାଯାଇଥିଲା। 2ଘଣ୍ଟା ବନ୍ଦ ରହିବା ପରେ ଦିଲ୍ଲୀର ରାଜୀବଚୌକ ସମେତ ପଟେଲଚୌକ, ସେଣ୍ଟ୍ରାଲ ସେକ୍ରେଟେରିଏଟ, ଉଦ୍ୟୋଗ ଭବନ ଏବଂ ଲୋକ କଲ୍ୟାଣ ମାର୍ଗ ଆଦି ମେଟ୍ରୋ ଷ୍ଟେସନ ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା। ହେଲେ ଆଜି ଜାମିୟାମିଲିୟା ଏବଂ ବିହାର ସାହିନବାଗ ମେଟ୍ରୋ ଏବେ ବି ବନ୍ଦ ରହିଛି। ଏହି ଷ୍ଟେସନରୁ ଟ୍ରେନ ଯାତ୍ରା କରିବ ନାହିଁ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.