ETV Bharat / bharat

ବନ୍ୟା ପୀଡିତଙ୍କ ପାଇଁ ୱାୟନାଡରେ ଘର ନିର୍ମାଣ କଲା ଜମାତ-ଇ-ଇସଲାମୀ ହିନ୍ଦ - Jamaat-e-Islami Hind builds 25 houses

2018 କେରଳରେ ଭୟଙ୍କର ବନ୍ୟା ଆସିବା ଦ୍ବାରା ଅନେକ ପରିବାର ବାସ ହରା ପାଲଟିଥିଲେ । ଏହି ବନ୍ୟା ପ୍ରପୀଡିତଙ୍କ ସହଯୋଗ କରିବାକୁ ଆଗେଇ ଆସିଛି ଜମାତ-ଇ-ଇସଲାମୀ ହିନ୍ଦ ।

ବନ୍ୟା ପୀଡିତଙ୍କ ପାଇଁ ୱାଇନାଡୁରେ ଘର ନିର୍ମାଣ କଲା ଜମାତ-ଇ-ଇସଲାମି ହିନ୍ଦ

author img

By

Published : Jun 15, 2020, 9:05 AM IST

ୱାୟନାଡ: କେରଳ ବନ୍ୟାରେ ଧ୍ବଂସବିଧ୍ବଂସ ହୋଇଥିବା ଘର ଓ ପୀଡିତାଙ୍କୁ ସହଯୋଗ କରିବାକୁ ହାତ ବଢାଇଛି ଜମାତ-ଇ-ଇସଲାମୀ ହିନ୍ଦ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ବାଚନୀ ମଣ୍ଡଳୀ ୱାୟନାଡରେ 25ଟି ଘର ନିର୍ମାଣ କରିବା ସହ ବନ୍ୟା ପ୍ରପୀଡିତଙ୍କ ଖାଦ୍ୟ ଯୋଗାଉଛି ଜମାତ ।

ଏହି ପଦକ୍ଷେପ ହେଉଛି ପିପୁଲ୍ସ ଫାଉଣ୍ଟେସନ 2018 ବନ୍ୟା ପୁନରୁଦ୍ଧାର ଯୋଜନାର ଏକ ଅଂଶ । ଯିଏକି ରାଜ୍ୟରେ 305 ଟି ଘର ନିର୍ମାଣ କରୁଛି । 2018 କେରଳରେ ଭୟଙ୍କର ବନ୍ୟା ଆସିବା ଦ୍ବାରା ଅନେକ ପରିବାର ବାସ ହରା ପାଲଟିଥିଲେ । ସେମାନଙ୍କୁ ଥଇଥାନ କରିବା ପାଇଁ ପିପୁଲ୍ସ ଫାଉଣ୍ଡେସନ ପକ୍ଷରୁ ଗୃହ ନିର୍ମାଣ ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରାଯାଉଛି ।

ଜନ ଗ୍ରାମ ପ୍ରକଳ୍ପର ସୟଦ ସାଦତୁଲ୍ଲା ହୁସେନିଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ କହିଛନ୍ତି ଯେ, covid-19 ସମୟରେ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ କରାଯାଉଥିବା ଉଦ୍ୟମ ଦୁର୍ଭାଗ୍ୟଜନକ । ଏହି ଭିଡିଓ କନଫରେନ୍ସିରେ କେରଳମନ୍ତ୍ରୀ ଭିଏସ ସୁନୀଲ କୁମାର, ପ୍ରବକ୍ତା ଶ୍ରୀରାମାକ୍ରିଷ୍ଣା ଓ ବିରୋଧୀ ଦଳ ଏଥିରେ ସାମିଲ ହୋଇଥିଲେ । ପିପୁଲ୍ସ ଫାଉଣ୍ଟେସନ ପକ୍ଷରୁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 305 ଘରରୁ ପୁନରୁଦ୍ଧାର କାମ ସରିବା ସହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.