ETV Bharat / bharat

3 ଜୈସ ଆତଙ୍କୀ ଗିରଫ - ଜୈସ-ଏ-ମହମ୍ମଦ

ଭାରତୀୟ ସୁରକ୍ଷାବଳ, ଜୈସ-ଏ-ମହମ୍ମଦ ସଙ୍ଗଠନର 3 ଆତଙ୍କବାଦୀଙ୍କୁ ଗିରଫ କରିଛି। ତେବେ ସେମାନଙ୍କ ଠାରୁ ବହୁଳ ପରିମାଣର ଗୁଳି ଓ ବାରୁଦ ଜବତ କରାଯାଇଛି। ସୂଟନାଥାଉକି, ପୁଲଓ୍ବାମା ଆକ୍ରମଣରେ ଏହି ଆତଙ୍କୀ ସଙ୍ଗଠନର ହାତ ଥିଲା ।

ଫାଇଲ ଫଟୋ
author img

By

Published : Mar 25, 2019, 12:13 PM IST

ଶ୍ରୀନଗର: ଭାରତୀୟ ସୁରକ୍ଷାବଳ, ଜୈସ-ଏ-ମହମ୍ମଦ ସଙ୍ଗଠନର 3 ଆତଙ୍କବାଦୀଙ୍କୁ ଗିରଫ କରିଛି । ଏହି ଗିରଫ ଖବରର ସୂଚନା ସ୍ଥାନୀୟ ପୋଲିସ୍ ପ୍ରଦାନ କରିଛି।

ଏନେଇ ପୋଲିସ୍ ପ୍ରବକ୍ତା କହିଛନ୍ତି ଯେ, ଗୋଇନ୍ଦା ବିଭାଗ ଆତଙ୍କବାଦୀଙ୍କ ଠିକଣା ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ପୋଲିସ୍ ଓ ସୁରକ୍ଷାବଳ ମିଶି ଲାଓ୍ବାୟପୋରା(ଶ୍ରୀନଗର-ବାରାମୂଲା ମାର୍ଗ) ଅଞ୍ଚଳରୁ ଆତଙ୍କି ସଙ୍ଗଠନର 3 ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆତଙ୍କବାଦୀମାନେ ଏକ କାର୍‌ରେ ଯାତ୍ରା କରୁଥଲେ । ସେମାନଙ୍କ ଠାରୁ ବହୁଳ ପରିମାଣରେ ଗୁଳି ଓ ବାରୁଦ ମିଳିଛି। ତେବେ ସେଇ ଆତଙ୍କବାଦୀଙ୍କ ପରିଚୟ ହେଲା, ରଇସ ହୁର୍ରା, ଶହିଦ ଭଟ୍ଟ, ଇଶାକ ଲୋନ।

ତେବେ ପୋଲିସ୍‌ ପକ୍ଷରୁ 3 ଆତଙ୍କବାଦୀଙ୍କୁ ପଚରା ଉଚରା ଜାରୀ ରଖାଯାଇଛି।

Intro:Body:

Karan Johar was heavily trolled recently on social media, after he accidentally liked an offending tweet about Shah Rukh Khan. Fans of Badshah Khan went on to trend #ShameOnKaranJohar, with KJo finally issuing a clarification. And while the stars got together at a recent Awards function, Karan and Shah Rukh made time for a selfie moment, hinting that all is well between them. Check out their camaraderie below, which also includes candid clicks of Ranbir Kapoor and Ranveer Singh in the background

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.