ETV Bharat / bharat

4 ଆତଙ୍କୀଙ୍କୁ ସଫା କରି ଜଣେ ଅନୁପ୍ରବେଶକାରୀକୁ ଧରିଲା ସେନା - ନୌସେରା ସେକ୍ଟରର ରାଜୌରୀ ଜିଲ୍ଲା

ଭାରତୀୟ ସେନା ଏଲଓସିର ନୌସେରା ସେକ୍ଟରର ରଜୌରୀ ଜିଲ୍ଲାରେ ଜଣେ ଅନୁପ୍ରବେଶକାରୀକୁ କାବୁ କରିଛି। ସେ ଉପତ୍ୟକାରେ ଆତଙ୍କୀ କାର୍ଯ୍ୟକଳାପକୁ ଜାରି ରଖିବାକୁ ଷଡଯନ୍ତ୍ର କରୁଥିବା ସେନା ପକ୍ଷରୁ ସୂଚନା ରହିଛି।

4 ଆତଙ୍କୀଙ୍କୁ ସଫା କରି ଜଣେ ଅନୁପ୍ରବେଶକାରୀଙ୍କୁ ଧରିଲା ସେନା

author img

By

Published : Jul 18, 2020, 10:20 AM IST

ଶ୍ରୀନଗର: ଭାରତୀୟ ସେନା ଏଲଓସିର ନୌସେରା ସେକ୍ଟରର ରଜୌରୀ ଜିଲ୍ଲାରେ ଜଣେ ଅନୁପ୍ରବେଶକାରୀକୁ କାବୁ କରିଛି । ସେ ଉପତ୍ୟକାରେ ଆତଙ୍କୀ କାର୍ଯ୍ୟକଳାପକୁ ଜାରି ରଖିବାକୁ ଷଡଯନ୍ତ୍ର କରୁଥିବା ସେନା ପକ୍ଷରୁ ସୂଚନା ରହିଛି।

ସୂଚନା ଅନୁସାରେ, ସକାଳ ସମୟରେ ଜାମ୍ମୁ କାଶ୍ମୀର ସୋପିଆନରେ ସେନା 4 ଆତଙ୍କୀଙ୍କ ମୁଣ୍ଡ ଗଡାଇଥିବା ବେଳେ ଜଣେ ଅନୁପ୍ରବେଶକାରୀକୁ ଗିରଫ କରିବା ସେନା ପାଇଁ ଆଉ ଏକ ବଡ ସଫଳତା।

ଅନୁପ୍ରବେଶକାରୀକୁ ଜେରା କରି ଆତଙ୍କୀ ଗତିବିଧି ନେଇ ସୂଚନା ମିଳିବା ନେଇ ଆଶାବାଦି ଅଛି ସେନା। ବର୍ତ୍ତମାନ ସମ୍ପୂର୍ଣ୍ଣ ବିବରଣୀ ମିଳିପାରି ନାହିଁ।

ଅଧିକ ଖବର ପାଇଁ ଅପେକ୍ଷା କରନ୍ତୁ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.