ETV Bharat / bharat

ସାଇନ ବୋର୍ଡରେ 'ଶାଲା କଂଗ୍ରେସୀ' କାହିଁକି ଲେଖା ହୋଇଛି ? ପଢନ୍ତୁ - conference

ଏମିତି ଏକ ସାଇନ୍‌ ବୋର୍ଡରେ ଲେଖାଯାଇଥିଲା 'ଶାଲା କଂଗ୍ରେସୀ' । ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ହରଦୀପ ସିଂହ ଏହି ଫଟୋଟିକୁ ପୋଷ୍ଟ କରିଛନ୍ତି ।

ଫଟୋ ସୌଜନ୍ୟ:ସୋସିଆଲ ମିିଡିଆ ଟ୍ୱିଟର@HardeepSPuri
author img

By

Published : Jun 9, 2019, 10:57 PM IST

ନୂଆଦିଲ୍ଲୀ: ଏମିତି କିଛି ଶବ୍ଦ ରହିଛି ଯାହାର ଉଚ୍ଚାରଣ ଯେତିକି କଷ୍ଟ, ସେତିକି ଅନ୍ୟ ପାଇଁ ପୀଡ଼ାଦାୟକ ବା ଅପମାନଜନକ ହୋଇଥାଏ । ଏମିତି ଏକ ସାଇନ୍‌ ବୋର୍ଡରେ ଲେଖାଯାଇଥିଲା 'ଶାଲା କଂଗ୍ରେସୀ' । ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ହରଦୀପ ସିଂହ ଏହି ଫଟୋଟିକୁ ପୋଷ୍ଟ କରିଛନ୍ତି । ଏହି ଲେଖା କୌଣସି ଏକ ରୁମ୍‌କୁ ଚିହ୍ନଟ କରୁଥିଲା । ତେବେ କାହିଁକି ଲେଖାଯାଇଛି ସେ ସଂକ୍ରାନ୍ତରେ ମଧ୍ୟ ନିଜ ଟ୍ବିଟର ପେଜ୍‌ରେ ସେୟାର କରିଛନ୍ତି ହରଦୀପ ସିଂହ ପୁରୀ ।

italy-has-sala
ଫଟୋ ସୌଜନ୍ୟ: ଗୁଗଲ

ଏହି ଫଟୋଟିକୁ ନିଜ ଟ୍ବିଟର ପେଜ୍‌ରେ ପୋଷ୍ଟ କରି କଂଗ୍ରେସକୁ ପରୋକ୍ଷ ଭାବେ କଟାକ୍ଷ କରୁଥିବା ସୂଚିତ ହେଉଛି । ଏହି 'ଶାଲା କଂଗ୍ରେସ' ଲେଖାଯାଇଥିବା ପୋଷ୍ଟକୁ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ କଂଗ୍ରେସକୁ ପରୋକ୍ଷରେ ଟ୍ରୋଲ କରିଛନ୍ତି । ଫଟୋଟିକୁ ପୋଷ୍ଟ କରି ସେ ଲେଖିଛନ୍ତି ଯେ ଇଂରାଜୀରେ ଯାହାକୁ କନଫରେନ୍ସ ହଲ୍‌ ଲେଖାଯାଏ ଇଟାଲୀୟନ ଲାଙ୍ଗୁଏଜ୍‌ରେ ତାକୁ 'ଶାଲା କଂଗ୍ରେସୀ' ବୋଲି ଲେଖାଯାଏ । ଏହାର ସତ୍ୟତା ଜାଣିବା ପାଇଁ ଗୁଗଲ ଟ୍ରାନ୍ସଲେଟ୍‌ରେ ମଧ୍ୟ ଏହାକୁ ପ୍ରୟୋଗ କରି ଜାଣି ପାରିବେ ।

ଏହି ଫଟୋ ପୋଷ୍ଟ କରିବା ପରେ ହରଦୀପ ସିଂହଙ୍କୁ ମିଶ୍ର ପ୍ରତିକ୍ରିୟା ମିଳିଛି । କିଛି ଟ୍ବିଟର ୟୁଜର୍ସ ମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଟ୍ରୋଲ କରିବା ସହ ତାତ୍ସଲ୍ୟ ପୂର୍ଣ୍ଣ କମେଣ୍ଟ ଦେଇଛନ୍ତି ।

Slug,, telecast issue , avb, Puri,9.6.19

Anc,, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଏଣିକି ଟିଭି ଚ୍ୟନେଲ ମାନେ ସିଧା ପ୍ରସାରଣ କରିପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାର ଆହୁତ ଟେଣ୍ଡର ରେ ଯିଏ ଅଧିକାର ପାଇବ ସେହି ସଂସ୍ଥା କେବଳ ସିଧା ପ୍ରସାରଣ କରିବ। ଏଭଳି ନିସ୍ପତି କୁ ନେଇ ବିଭିନ୍ନ ମହଲରେ ବିରୋଧ ର ସ୍ୱର ବାହାରିଛି। ବିଶେଷ କରି ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରଶାସନ ଏକ ପାଖିଆ ନିସ୍ପତି ନା ପସନ୍ଦ କରିଛନ୍ତି। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ରେ ଆଲୋଚନା ହୋଇ ନ ଥିବା ବେଳେ ଅନୁମୋଦନ ବି ହୋଇ ନାହିଁ। ଏଭଳି ନିସ୍ପତି ଦ୍ୱାରା ବିବାଦ ବଢିବ ବୋଲୀ ଶ୍ରୀମନ୍ଦିର ପରିଚାଳନା କମିଟି ର ସଦସ୍ୟ ତଥା ବରିଷ୍ଠ ସେବୟତ ରାମ ଦାସ ମହାପାତ୍ର କହିଛନ୍ତି। ସେହିପରି ବରିଷ୍ଠ ସେବୟତ ବିନାୟକ ଦାସ ମହାପାତ୍ର ବି ପ୍ରଶାସନ ର ଏଭଳି ନିସ୍ପତି କୁ ନେଇ କିଛି ମନ୍ଦ ଉଦେଶ୍ୟ ଥିବା ଅସଙ୍କା କରିଛନ୍ତି। ପୂର୍ବରୁ ରଥଯାତ୍ରା ର ସିଧା ପ୍ରସାରଣ ଶୃଙ୍ଖଳା ସହିତ ଚାଲୁ ଥିବା ବେଳେ ହଠାତ ନିସ୍ପତି ପରିବର୍ତ୍ତନ ରାଜସ୍ୱ ଆଦାୟ ନାମରେ ଠିକ ନୁହେଁ ବୋଲୀ ବିନାୟକ ଦାସ ମହାପାତ୍ର କହିଛନ୍ତି। କିଛି ନିର୍ଦିଷ୍ଟ ଘରୋଇ ଚ୍ୟନେଲ କୁ ରଥଯାତ୍ରା ପ୍ରସାରଣ ଅଧିକାର ଦେଇ ରଥଯାତ୍ରା କୁ ବ୍ୟବସାୟୀ କରଣ ପ୍ରଶାସନ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲୀ ସେ କହିଛନ୍ତି। ଗୋଟିଏ ସଂସ୍ଥା ପ୍ରସାରଣ ଅଧିକାର ପାଇଲେ ଏକ ଚାଟିଆ ନୀତି ଯୋଗୁଁ ଅନେକ ଟିଭି ଚ୍ୟାନେଲ ପ୍ରସାରଣ ଅଧିକାର ପାଇବେ ନାହିଁ। ଏହା ଦ୍ୱାରା ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାରୁ ବଂଚିତ ହେବେ। ସେହିପରି ଅଧିକ ବିଡିଂ କରିଥିବା ସଂସ୍ଥା କୁ ଚାହିଁଲେ ଶ୍ରୀମନ୍ଦିର ପ୍ରଶାସନ ପ୍ରସାରଣ ଅଧିକାର କୁ ବାତିଲ କରି ପାରିବ ବୋଲୀ ଯେଉଁ ସର୍ତ୍ତ ରହିଛି ତାହା ପଛରେ ପ୍ରଶାସନ ଅସଲ ଉଦେଶ୍ୟ ଜଣାପଡୁଛି। କିଛି ଘରୋଇ ଚ୍ୟନେଲ କୁ ସୁହାଇବା ପାଇଁ ଏହି ନିସ୍ପତି ଶ୍ରୀମନ୍ଦିର ପ୍ରଶାସନ ନେବା ଦୁର୍ଭାଗ୍ୟ ଜନକ ବୋଲୀ ବରିଷ୍ଠ ସେବୟତ ମତ ଦେଇଛନ୍ତି।

ବାଇଟ,, ରାମ ଦାସ ମହାପାତ୍ର,, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ
ବାଇଟ2,, ବିନାୟକ ଦାସ ମହାପାତ୍ର,, ବରିଷ୍ଠ ସେବୟତ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.