ETV Bharat / bharat

ମାର୍ଚ୍ଚ 5ରେ ଲଞ୍ଚ ହେବ ଭୂପୃଷ୍ଠ ଚିତ୍ରୋତ୍ତଳନକାରୀ ଜିସାଟ୍‌-1

author img

By

Published : Feb 26, 2020, 6:47 AM IST

ଭୂପୃଷ୍ଠର ଚିତ୍ରୋତ୍ତଳନ ପାଇଁ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ଜିସାଟ୍‌-1 । ଆସନ୍ତା ମାର୍ଚ୍ଚ 5ରେ ଜିଓସିଙ୍କ୍ରୋନସ ସାଟେଲାଇଟ ଲଞ୍ଚ ଭେଇକିଲ(ଜିଏସଏଲଭି-ଏଫ10) ଏହି ଜିଓ ଇମେଜିଂ ସାଟେଲାଇଟ ଜିସାଟ-1କୁ ଲଞ୍ଚ କରିବା ନେଇ ଜଣା ପଡିଛି ।

isro latest news, isro new launching, gisat-1 launch, ଲଞ୍ଚ ହେବ ଜିସାଟ୍‌-1, ଇସ୍ରୋ ଲାଟେଷ୍ଟ ନ୍ୟୁଜ୍‌, ଇସ୍ରୋର ନୂଆ ଲଞ୍ଚିଂ
ମାର୍ଚ୍ଚ 5ରେ ଲଞ୍ଚ ଭୂପୃଷ୍ଠ ଚିତ୍ରୋତ୍ତଳନକାରୀ ଜିସାଟ୍‌-1

ବେଙ୍ଗାଲୁରୁ: ଭୂପୃଷ୍ଠର ଚିତ୍ରୋତ୍ତଳନ ପାଇଁ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ଜିସାଟ୍‌-1 । ଆସନ୍ତା ମାର୍ଚ୍ଚ 5ରେ ଜିଓସିଙ୍କ୍ରୋନସ ସାଟେଲାଇଟ ଲଞ୍ଚ ଭେଇକିଲ(ଜିଏସଏଲଭି-ଏଫ10) ଏହି ଜିଓ ଇମେଜିଂ ସାଟେଲାଇଟ ଜିସାଟ-1କୁ ଲଞ୍ଚ କରିବା ନେଇ ଜଣା ପଡିଛି । ଶ୍ରୀହରିକୋଟାସ୍ଥିତ ସତୀଷ ଧୱନ ସ୍ପେଶ ସେଣ୍ଟରର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଲଞ୍ଚ ହେବ ଏହି ସାଟେଲାଇଟ ।

ସନ୍ଧ୍ୟା 5ଟା 43 ମିନିଟରେ ଏହି ଲଞ୍ଚିଂ ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଇସ୍ରୋ କର୍ତ୍ତୃପକ୍ଷ । ସେପଟେ ଏହି ସାଟେଲାଇଟର ଓଜନ ପ୍ରାୟ 2275 କିଲୋଗ୍ରାମ ରହିଛି । ଏହା ନିଜର ଅନବୋର୍ଡ ପ୍ରୋପଲ୍ସନ ପ୍ରକ୍ରିୟା ଦ୍ବାରା ଅନ୍ତିମ ଜିଓଷ୍ଟେସନାରୀ ଅରବିଟ ବା କକ୍ଷପଥରେ ପ୍ରବେଶ କରିବା ପରେ ଭୂପୃଷ୍ଠର ଚିତ୍ର ଉତ୍ତୋଳନ କରିପାରିବ । ଏହାସହ ଜିସାଟ-1 ଭୂପୃଷ୍ଠ ସହ ଜଡିତ ଅନେକ ରହସ୍ୟ ଉପରୁ ପରଦା ହଟାଇବ ବୋଲି ଆଶା ପୋଷଣ କରିଛି ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.