ETV Bharat / bharat

କର୍ଣ୍ଣାଟକରେ ପ୍ରତିଷ୍ଠା ହେଲା ଇସ୍ରୋର ଆଞ୍ଚଳିକ ଶିକ୍ଷାକେନ୍ଦ୍ର

ମହାକାଶ ବିଜ୍ଞାନରେ ଅଧିକ ଅଧ୍ୟୟନ ଓ ଉଦ୍ଭାବନକୁ ମିଳିବ ପ୍ରୋତ୍ସାହନ। ଏନେଇ କର୍ଣ୍ଣାଟକର ସାଉଥୱେଷ୍ଟ ଦକ୍ଷିଣ କନ୍ନଡ ଜିଲ୍ଲାରେ ଥିବା ଏନଆଇଟି (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି)ରେ ଖୋଲାଯାଇଛି ଏକ ଆଞ୍ଚଳିକ ଶିକ୍ଷାକେନ୍ଦ୍ର।

author img

By

Published : Jan 5, 2020, 11:54 PM IST

isro regional academic centre, isro latest news, isro's academic centre in karnataka, କର୍ଣ୍ଣାଟକରେ ଇସ୍ରୋର ଆଞ୍ଚଳିକ ଶିକ୍ଷାକେନ୍ଦ୍ର, ଇସ୍ରୋ ଲାଟେଷ୍ଟ ନ୍ୟୁଜ୍‌, ଇସ୍ରୋର ଆଞ୍ଚଳିକ ଶିକ୍ଷାକେନ୍ଦ୍ର
କର୍ଣ୍ଣାଟକରେ ପ୍ରତିଷ୍ଠା ହେଲା ଇସ୍ରୋର ଆଞ୍ଚଳିକ ଶିକ୍ଷାକେନ୍ଦ୍ର

ବେଙ୍ଗାଲୁରୁ: ମହାକାଶ ବିଜ୍ଞାନରେ ଅଧିକ ଅଧ୍ୟୟନ ଓ ଉଦ୍ଭାବନକୁ ମିଳିବ ପ୍ରୋତ୍ସାହନ । ଏନେଇ କର୍ଣ୍ଣାଟକର ସାଉଥୱେଷ୍ଟ ଦକ୍ଷିଣ କନ୍ନଡ ଜିଲ୍ଲାରେ ଥିବା ଏନଆଇଟି (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି)ରେ ଖୋଲାଯାଇଛି ଏକ ଆଞ୍ଚଳିକ ଶିକ୍ଷାକେନ୍ଦ୍ର । ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଦ୍ବାରା ଏହି ଶିକ୍ଷାକେନ୍ଦ୍ର ସ୍ଥାପନ ହୋଇଥିବା ବେଳେ ଏଥିରେ ଯୁବ ପ୍ରତିଭାଙ୍କୁ ମିଳିବ ପ୍ରୋତ୍ସାହନ ।

ଏହି କେନ୍ଦ୍ରରେ ମହାକାଶ ବିଜ୍ଞାନ ଉପରେ ଅଧିକ ଅଧ୍ୟୟନ ସହ ସ୍ପେଶ ପ୍ରୋଗ୍ରାମକୁ ସାହାଯ୍ୟ କରିବା ଭଳି ବିଭିନ୍ନ ଟେକ୍ନୋଲୋଜିର ପରୀକ୍ଷଣ କରାଯିବ । ଏନେଇ ସ୍ପେଶ ଏଜେନ୍ସିର କାପାସିଟି ବିଲ୍ଡିଂ ନିର୍ଦ୍ଦେଶକ ପି.ଭି. ଭେଙ୍କଟାକ୍ରିଷ୍ଣନ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଏନଆଇଟିକୁ ଏଥିପାଇଁ ବାର୍ଷିକ 2 କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯିବ ।

ଦେଶର ଏହା ଚତୁର୍ଥ ଅନୁଷ୍ଠାନ ହୋଇଥିବା ବେଳେ ଏହା ସ୍ପେଶ ଟେକ୍ନୋଲୋଜିକୁ ଦକ୍ଷିଣ ରାଜ୍ୟମାନଙ୍କରେ ପ୍ରୋତ୍ସାହନ ଯୋଗାଇବ । ଏନେଇ ଆଗାମୀ ଦିନରେ ବିଭିନ୍ନ କର୍ମଶାଳା, ରିସର୍ଚ୍ଚ ପ୍ରୋଗ୍ରାମ ଆଦିର ଆୟୋଜନ କରାଯିବା ନେଇ ସୂଚନା ମିଳିଛି ।

ଏନେଇ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଗୋଟିଏ ବର୍ଷର ରିସର୍ଚ୍ଚ ପ୍ରୋଜେକ୍ଟଠାରୁ ଆରମ୍ଭ କରି 2-4 ବର୍ଷ ପର୍ଯ୍ୟନ୍ତର ସୁଯୋଗ ମିଳିବା ନେଇ ସୂଚନା ଦେଇଛନ୍ତି ଏନଆଇଟି ନିର୍ଦ୍ଦେଶକ ଉମମଶେଶ୍ବର ରାଓ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro: ଭାଲୁ ଆକ୍ରମଣ ରେ ଜଣେ ଗୁରୁତର।ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଭଇଁସାମୁଣ୍ଡା ଗ୍ରାମର ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି ମନିଜର ବାରିକ । ଆଜି ସକାଳୁ ମନିଜର ଭାଇସାମୁଣ୍ଡା ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିଲେ। ଦିନ 12 ଟା ସମୟରେ ଏକ ମା’ ଭାଲୁର ଆକ୍ରମଣର ଶିକାର ହୋଇଥିଲେ । ସେ ଗୁରୁତର ହୋଇ ତଳେ ପଡି ପାଟି କରିଥିଲେ । ପାଟି ଶୁଣି ଗାଈ ଚରୁଆଳି ତାଙ୍କୁ ଉଦ୍ଧାର କରି ଗ୍ରାମକୁ ଖବର ଦେଇଥିଲେ। ଗ୍ରାମବାସୀ ଓ ପରିବାର ଲୋକେ ମିଶି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏଥିରେ ମନିଜରଙ୍କ ଉଭୟ ୨ ଗୋଡ ଓ ଜଙ୍ଘରେ ଗଭୀର କ୍ଷତ ଲାଗିଛି।

ବାଇଟ1:ଚୁମୁକି ବାରିକ, ମନିଜର ଙ୍କ ଝିଅ ।Body:।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.