ETV Bharat / bharat

ଅନ୍ତରାଷ୍ଟ୍ରୀୟ ସମସ୍ୟାକୁ ନେଇ ପୂର୍ବତନ ବୈଦେଶିକ ସଚିବଙ୍କ ସହିତ ଆଲୋଚନା

author img

By

Published : Nov 25, 2019, 3:07 PM IST

ଭାରତ ଦ୍ବାରା ଜାରି କରାଯାଇଥିବା ନୂଆ ମାନଚିତ୍ରକୁ ନେଇ ରାଜନୈତିକ ସ୍ତରରେ ଭୁଲ ରହିଛି ବୋଲି ସେ କହିଥିଲେ । ନୂଆ ମାନଚିତ୍ରରେ କଳାପାଣି ଭାରତୀୟ ସୀମା ମଧ୍ୟରେ ରହିଛି । ଏଥିପାଇଁ ସେ ନେପାଳର ରାଜନୈତିକ ଦଳ ଏବଂ ରାଜନେତାମାନଙ୍କର ଦୁର୍ବଳତାକୁ ଦାୟୀ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ହାଇଦ୍ରାବାଦ: ନିକଟରେ ଶେଷ ହୋଇଛି ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ । ଏହି ନିର୍ବାଚନରେ ପୁନର୍ବାର ରାଜପକ୍ଷେ ବିଜୟୀ ହାସଲ କରି ରାଷ୍ଟ୍ରପତି ପଦକୁ ହାତେଇଛନ୍ତି । ତେବେ ଏନେଇ ପୂର୍ବତନ ବୈଦେଶିକ ସଚିବ ଶ୍ୟାମଚରଣ ସରନ କହିଛନ୍ତି କି, ପୂର୍ବ ତିକ୍ତତା ପାଇଁ ଭାରତ ଏବଂ ଶ୍ରୀଲଙ୍କା ଦ୍ବିପାକ୍ଷିକ ସମ୍ପର୍କ ପ୍ରଭାବିତ ହେବ ନାହିଁ। ସେ ଆହୁରି ମଧ୍ୟ କହିଥିଲେ କି, ଚୀନ ସହିତ ସମ୍ପର୍କକୁ ଆଗକୁ ବଢାଇବାର ଅଛି ଏବଂ ଭାରତ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ଚୀନ । ତେବେ ପାକିସ୍ତାନ କେବଳ ଭୟ ଦେଖାଉଛି ବୋଲି ସେ ସୂଚନା ଦେଇଛନ୍ତି ।

ତେବେ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କୁ ଏକ ସାକ୍ଷାତକାର ଦେଇ ସେ କହିଥିଲେ, ଆରସିଇପିର ସଦସ୍ୟତାରୁ ନିଜକୁ ଦୂରେଇ ରଖିବାକୁ ନେଇ ଭାରତ ନେଇଥିବା ନିଷ୍ପତ୍ତିକୁ ଘୋର ବିରୋଧ କରୁଛି ଓ ଏନେଇ ଅନେକ ଆଲୋଚନା ଏବଂ ତର୍କ ମଧ୍ୟ ହୋଇ ସାରିଛି । ତେବେ 1996 ମସିହାର ନରସିଂହା ରାଓଙ୍କ ସରକାର ଦ୍ବାରା ଅର୍ଥ ବ୍ୟବସ୍ଥାକୁ ଉଦାରୀକରଣ କରିବା ନିଷ୍ପତ୍ତି ଫଳରେ ଦେଶକୁ ଅନେକ ଲାଭପ୍ରଦ ମଧ୍ୟ ହୋଇଥିଲା ବୋଲି ସେ କହିଥିଲେ ।

ପୂର୍ବତନ ବୈଦେଶିକ ସଚିବଙ୍କ ସହିତ ସ୍ବତନ୍ତ୍ର ଆଲୋଚନା

ତେବେ ସେ ଆହୁରି ମଧ୍ୟ ଯୁକ୍ତି ବାଢିଥିଲେ କି, ଯଦି ଭାରତ ଆରସିଇପିରୁ ଦୂରେଇ ଯାଉଛି, ତେବେ ଆମେରିକା ଭଳି ଉନ୍ନତ ରାଷ୍ଟ୍ର ସହିତ ବାଣିଜ୍ୟିକ କାରବାର କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିବ । ସେ ଭାରତର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟ ଉପରେ ପ୍ରଶ୍ନ କରିଥିଲେ । ଅମିତ ଶାହା ସଂସଦରେ କହିଥିଲେ କି, କାଶ୍ମୀର ସ୍ଥିତି ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ରହିଛି । ତାଙ୍କର ଏହି ମନ୍ତବ୍ୟ ଉପରେ ଶ୍ରୀ ସରନ କହିଥିଲେ କି, ଏହା ସମ୍ପୂର୍ଣ୍ଣ ଭାବେ ଭୁଲ । କାଶ୍ମୀର ସ୍ଥିତିରେ ଯଦି ଶୀଘ୍ର ସୁଧାର ଅଣାନଯାଏ ତେବେ ପଡ଼ୋଶୀ ରାଷ୍ଟ୍ରଙ୍କ ସହିତ ଆଲୋଚନା କରିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିବ । ପରିସ୍ଥିତିରେ ସୁଧାର ଆସିଲେ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ଏକ ପ୍ରକାର ଆଲୋଚନାର ପରିସ୍ଥିତି ସୃଷ୍ଟି ହୋଇ ପାରିବ ବୋଲି ସେ କହିଥିଲେ ।

ଭାରତ ଦ୍ବାରା ଜାରି କରାଯାଇଥିବା ନୂଆ ମାନଚିତ୍ରକୁ ନେଇ ରାଜନୈତିକ ସ୍ତରରେ ଭୂଲ ରହିଛି ବୋଲି ସେ କହିଥିଲେ । ନୂଆ ମାନଚିତ୍ରରେ କଳାପାଣି ଭାରତୀୟ ସୀମା ମଧ୍ୟରେ ରହିଛି । ଏଥିପାଇଁ ସେ ନେପାଳର ରାଜନୈତିକ ଦଳ ଏବଂ ରାଜନେତାମାନଙ୍କର ଦୁର୍ବଳତାକୁ ଦାୟି କରିଛନ୍ତି ।

Intro:Body:

sARAN Interview

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.