ETV Bharat / bharat

ଅକ୍ଟୋବର 31କୁ ବଢିଲା ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତାଦେଶ

author img

By

Published : Oct 1, 2020, 3:37 PM IST

ଦେଶରେ କୋରୋନା ମାମଲା ଦ୍ରୁତ ଗତିରେ ବଢିଚାଲିଛି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ନାନା ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ମଧ୍ୟରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତାଦେଶକୁ ଅକ୍ଟୋବର 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଡିଜିସିଏ ।

ଅନ୍ତର୍ଜାତୀୟ  ବିମାନ ଚଳାଚଳ ସ୍ଥଗିତାଦେଶକୁ ଅକ୍ଟୋବର 31 ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲା ଦ୍ରୁତ ଗତିରେ ବଢିଚାଲିଛି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ନାନା ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ମଧ୍ୟରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତାଦେଶକୁ ଅକ୍ଟୋବର 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଡିଜିସିଏ ।

ଏଥିସହ ଡିଜିସିଏ କହିଛନ୍ତି ଯେ, ଦକ୍ଷ କର୍ତ୍ତୃପକ୍ଷଙ୍କ ଦ୍ବାରା ଚୟନ କରାଯାଇଥିବା ମାର୍ଗରେ ଆନ୍ତର୍ଜାତୀୟ ନିର୍ଦ୍ଧାରିତ ବିମାନକୁ ଅନୁମତି ଦିଆଯାଇପାରେ। ତେବେ କୋରୋନା ମହାମାରୀ କାରଣରୁ ମାର୍ଚ୍ଚ 23ରୁ ଭାରତରେ ଆନ୍ତର୍ଜାତୀୟ ବିମାନ ସେବା ସ୍ଥଗିତ ରହିଛି।କିନ୍ତୁ ବନ୍ଦେ ଭାରତ ମିଶନ ଅଧୀନରେ ଗତ ମେ ମାସରୁ ସ୍ୱତନ୍ତ୍ର ଆନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.